ବଲାଙ୍ଗିର 35.4, ଭଦ୍ରକ ଓ ଅନୁଗୁଳ 35 ଡିଗ୍ରୀ, ଯାଜପୁର 34.8, ଭବାନୀପାଟଣା 34.4 ଡିଗ୍ରୀ । ଝାରସୁଗୁଡ଼ା 34.4, କେନ୍ଦୁଝର ଓ କଟକ 34 ଡିଗ୍ରୀ , ରାଉରକେଲା 33.8, ଫୁଲବାଣୀ ଓ ବାଲେଶ୍ଵର 33.6 ଡିଗ୍ରୀ , ନୟାଗଡ଼ ଓ ଟିଟିଲାଗଡ଼ 33, ଭୁବନେଶ୍ଵର 32.6 ଡିଗ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ସାରା ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ସହ ଆକାଶରୁ ଅଗ୍ନିଵର୍ଷା ହେଉଛି । କ୍ରମାଗତ ଭାବେ ୭ ଦିନ ହେବ ଗ୍ରୀଷ୍ମ ଲହରି ରାଜ୍ୟରେ ଜାରି ହୋଇଥିବା ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆସ୍ବସ୍ତି । ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ତେବେ ଆଜି ସକାଳ ୮.୩୦ ସୁଦ୍ଧା 37 ଡିଗୀ ସହ ବାରିପଦା ସହର ସବୁଠୁ ଉତପ୍ତ ।
ବଲାଙ୍ଗିର 35.4, ଭଦ୍ରକ ଓ ଅନୁଗୁଳ 35 ଡିଗ୍ରୀ, ଯାଜପୁର 34.8, ଭବାନୀପାଟଣା 34.4 ଡିଗ୍ରୀ । ଝାରସୁଗୁଡ଼ା 34.4, କେନ୍ଦୁଝର ଓ କଟକ 34 ଡିଗ୍ରୀ , ରାଉରକେଲା 33.8, ଫୁଲବାଣୀ ଓ ବାଲେଶ୍ଵର 33.6 ଡିଗ୍ରୀ , ନୟାଗଡ଼ ଓ ଟିଟିଲାଗଡ଼ 33, ଭୁବନେଶ୍ଵର 32.6 ଡିଗ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।