ଅଧିକ ପଢନ୍ତୁ : ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଭିଜିବ ଭକ୍ତର ଆଖି ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ ଉଠିବ ପଡିବ।
ଅର୍ଗସ ବ୍ୟୁରୋ : ରଥାରୂଢ ହେଲେ ମା ସୁଭଦ୍ରା । ପ୍ରଥମେ ସୁଦର୍ଶନଙ୍କୁ ବିଜେ କରାଗଲା । ପରେ ବଡଠାକୁର ବଳଭଦ୍ରଙ୍କର ପହଣ୍ଡି କରାଯାଇଥିଲା । ପରେ ମା ସୁଭଦ୍ରା ରଥରେ ବିଜେ କରିଛନ୍ତି । ରଥଯାତ୍ରା ପାଇଁ କୋଳାହଳମୟ ବଡଦାଣ୍ଡ । ରଥକୁ ସ୍ପର୍ଶ କରିବାକୁ ଆସିଛନ୍ତି କୋଟି କୋଟି ଭକ୍ତ । କିଛି ସମୟ ପରେ ରଥରେ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ ।
ଅଧିକ ପଢନ୍ତୁ : ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଭିଜିବ ଭକ୍ତର ଆଖି ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ ଉଠିବ ପଡିବ।
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମର ବରିଷ୍ଠ ଅଧିକାରୀ ସହ IG ଦୀପକ କୁମାର୍ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ ହୋଇଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର
ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି। ଦୁଇ ପଟୁ ରାସ୍ତା ବନ୍ଦ କରଯାଇଥିଲା। ଚନ୍ଦ୍ରଶେଖରପୁର ଓ ଇନ୍ ଫୋ ସିଟି ର ଥାନା ଅଧିକାରୀ ଉପସ୍ଥିତି ଅଛନ୍ତି।
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍ଟ ଭୋଜନ । ଦୁର୍ଗାପୂଜା ପଶ୍ଚିମବଙ୍ଗରେ ବଡ଼ ଉତ୍ସବ ।
ଅଧିକ ପଢନ୍ତୁ ଭାରତ ଖବର
ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ ।
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବା ପରେ ଆଜି ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ହରିୟାଣାର 90 ଆସନରେ ମତଦାନ । ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି । ଚଳିତବର୍ଷ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ୍ଡା ଟକ୍କର । ବିଜେପି ହ୍ୟାଟ୍ରିକ ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ 10 ବର୍ଷ ପରେ ପୁଣିଥରେ ଶାସନକୁ ଫେରିବାକୁ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ରେସଲରରୁ ନେତା ହୋଇଥିବା ଭିନେଶ ଫୋଗଟ, ଜେଜେପି ନେତା ଦୁଷ୍ୟନ୍ତ ଚୌତାଲାଙ୍କ ସମେତ ୧ ହଜାର ୩୧ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି ।
ଅଧିକ ପଢନ୍ତୁ : ୯୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ
ହରିୟାଣାରେ ଗତ ୧୦ ବର୍ଷ ଧରି କ୍ଷମତାରେ ରହିଛି ବିଜେପି । ୨୦୧୪ରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିଲା ବିଜେପି । ୯୦ରୁ ୪୭ ଆସନ ଜିତିଥିଲା ଦଳ । ୨୦୧୯ରେ କ୍ଷମତା ବଜାୟ ରଖିଥିଲା ବିଜେପି । ବିଜେପି ୪୦, କଂଗ୍ରେସ ୩୧ ଓ ଜନନାୟକ ଜନତା ପାର୍ଟି ୧୦ ଆସନରେ ବିଜୟୀ ହୋଇଥିଲା । ଜେଜେପି ସମର୍ଥନରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା ।