ଅଧିକ ପଢନ୍ତୁ : 'ଆମ ଲିଙ୍କରେ ଅନେକ ବିଜେଡି ନେତା ଅଛନ୍ତି '
ବିଜେଡି, କଂଗ୍ରେସ ଦଳରେ ଥିବା ଏହି ନେତା ମାନେ ବିଜେପି ରେ ମିଶି ବେଶ ଖୁସି ଅଛନ୍ତି l ଉପାନ୍ତ ଦୁର୍ଗମ ଇଲାକା ନଙ୍ଗଲବୋର୍ଡ଼ ଅଞ୍ଚଳ ରେ ନବୀନ ସରକାର ର ବିକାଶ ଅପହଞ୍ଚ ନେଇ ବିଜେଡି ସରକାର ଉପରେ ବର୍ଷି ଥିଲେ ବିଜେପି କର୍ମୀ l ଏହି ବିଜେପି କର୍ମୀ ସମ୍ମିଳନୀ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l