ଅଧିକ ପଢନ୍ତୁ: ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ
ସବୁଠୁ ବଡ଼ କଥା ହେଉଛି ଘଟଣାସ୍ଥଳରେ ଥାଇ ସମର୍ଥକଙ୍କୁ ଥାନା ଭାଙ୍ଗିବାକୁ ସୁଶାନ୍ତ ଉସକାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ 100ରୁ ଅଧିକଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ବିଧାୟକଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣିନି ପୋଲିସ। ତେଣୁ ଯଥା ଶୀଘ୍ର ସୁଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ସେପଟେ ସୁଶାନ୍ତଙ୍କ ଏ ପ୍ରତିକ୍ରିୟାକୁ ନେଇ ଜୋରଦାର ଚର୍ଚ୍ଚା। ଜନତା ଭୋଟ୍ ଦେଉଛନ୍ତି ବୋଲି କଣ ହିଂସା କରିବାକୁ ବିଧାୟକଙ୍କୁ ଲାଇସେନ୍ସ ମିଳିଯାଉଛି। କଣ ହିଂସାକୁ ପ୍ରବର୍ତ୍ତାଇବା ଜନବିରୋଧୀ ନୁହେଁ କି ?
ରାଜନୀତି ଖବର ଆହୁରି ପଢନ୍ତୁ