ସମ୍ପର୍କୀୟ ଦେଖିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା କୁ ନେଇଥିଲେ। ସେଠାରେ ଜଗନ୍ନାଥ ଙ୍କ ଡାକ୍ତର ମୃତ ଘୋଷଣା କରିଥଲେ। ମୃତ ଜଗନ୍ନାଥଙ୍କ ମୁଣ୍ଡ ଓ ଶରୀର ଗଭୀର ଆଘାତ ଲାଗିଥିଲା। କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିଲା।
ମୃତ ଜଗନ୍ନାଥ ଙ୍କ ଭିଣୋଇ ହତ୍ୟା କରିଥିବା ନେଇ ମକର ଧ୍ବଜ ବଗର୍ତ୍ତୀ କଣ୍ଟାବାଞ୍ଜି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ କେସ ନଂ ୯୬|୨୪ ରେ ମାମଳା ରୁଜୁ କରି ଜଗନ୍ନାଥ ଙ୍କ ମାମୁ ଶଶୁର ଘର ୨ଜଣ ସମ୍ପର୍କୀୟ ଙ୍କୁ ଉଠାଇ ଆଣି ଅଧିକ ପଚରାଉଚା କରିଥିଲା। ସମ୍ପକୀୟ ଶଳା ଆକାଶ ବାଗ କୁ କଣ୍ଟାବାଞ୍ଜି ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର