ଅଧିକ ପଢନ୍ତୁ: ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
ବିଶେଷ ଭାବେ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବ ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ । ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ଵର, କଟକ, ରାୟଗଡା, ମାଲକାନଗିରି, କୋରାପୁଟରେ ବର୍ଷା ଆଶଙ୍କା ଥିବା ଆକଳନ କରିଛି ପାଣିପାଗ ବିଭାଗ । ପରେ ୧୬ ତାରିଖରୁ ବଢିବ ବର୍ଷାର ପରିମାଣ । ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ପାଣିପାଗ ଖବର ଆହୁରି ପଢନ୍ତୁ