ସେହିପରି ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗୁଳୁଗୁଳି ଜାରି ରହିବ । ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍ୱେଭ ଜାରି ରହିବ । ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିରକୁ ସତର୍କତା ଜାରି ହୋଇଛି ।
ସେପଟେ ଗତକାଲି ରାଜ୍ୟରେ ଅଂଶୁଘାତରେ 8ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୁଳ 5 ଜଣ, ମୟୁରଭଞ୍ଜରୁ ଜଣେ, ସୁନ୍ଦରଗଡ଼ରୁ ଜଣେ, ଭୁବନେଶ୍ୱରରୁ ଜଣେ ।
ଆହୁରି ପଢନ୍ତୁ ପାଣିପାଗ ଖବର...