|
logo
Live

Argus News - ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Baliyatra

Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Key Points

ଗୁରୁବାର ଆଜି ହେଉଛି ଐତିହାସିକ ବାଲିଯାତ୍ରା କଟକର ଦ୍ଵିତୀୟ ଦିନ । ଏହି ଅବସରରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।
କଟକ: ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦ୍‌ଘାଟିତ ହୋଇ ଯାଇଛି ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ଗୁରୁବାର ଆଜି ହେଉଛି ଐତିହାସିକ ବାଲିଯାତ୍ରା କଟକର ଦ୍ଵିତୀୟ ଦିନ । ଏହି ଅବସରରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଗଣକବି ବୈଷ୍ଣବ ପାଣି ମଞ୍ଚ, ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ

ଉପସ୍ଥାପକ: ସୌଦାମିନୀ ତ୍ରିପାଠୀ
୪ଟାରୁ ୪.୧୦: ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମ, କଟକ, ବନଲତା ଦେବୀ, ଦେଶାତ୍ମକବୋଧ ଗୀତ
୪ଟା ୧୫ରୁ-୪ଟା ୪୫: କଟକେଶ୍ୱର ସଂଗୀତ ମୂର୍ଚ୍ଛନା, କଟକ, ଶୁବ୍ରତ କୁମାର ନନ୍ଦ, ଭଜନ
୪ଟା ୫୦ରୁ ୫ଟା ୧୫: ରୂପା ଏବଂ ଟ୍ରୁପ୍, ପୁରୀ, ରୂପଲତା ମହାନ୍ତି, ଗୀତିନାଟ୍ୟ
୫ଟା ୨୦ରୁ ୫ଟା ୪୫: କଟକ ମହାନଗର କୈବର୍ତ୍ତ ସଭା, ରାମ ଚରଣ ବେହେରା, ଗୀତିନାଟ୍ୟ ଦହିବରା ଚରିତ

ଉପସ୍ଥାପକ: ଲୋରିଆ ମହାନ୍ତି
୫ଟା ୫୦ରୁ ୬ଟା ୩୫: ଇଣ୍ଡିଆନ ଆଇଡଲ୍ ସେମି ଫାଇନାଲିଷ୍ଟ, ଜ୍ୟୋତି ପ୍ରକାଶ ଓଝା, ସଂଗୀତ
୬ଟା ୪୦ରୁ ୬ଟା ୫୫: ଡାଇନା ଡ୍ୟାନ୍ସ ସ୍କୁଲ, କଟକ, ଶୁଭମ ସରିତା କର, ଓଡ଼ିଶୀ ସମ୍ବଲପୁରୀ
୭ଟାରୁ ୭ଟା ୩୦: ବୈଠକ
୭ଟା ୩୫ରୁ ୭ଟା ୫୦: ନୃତ୍ୟାଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ, କଟକ, ସୁଚେସ୍ମିତା ଦାଶ, ଲୋକନୃତ୍ୟ
୭ଟା ୫୦ରୁ ୮ଟା ୫: ମାଆ ମଙ୍ଗଳା ଲୋକ ନୃତ୍ୟ କଳା କେନ୍ଦ୍ର, ଗଞ୍ଜାମ, ଲକ୍ଷ୍ମୀ ପ୍ରିୟା ଦାଶ, କଥକ ଫ୍ୟୁଜନ୍
୮ଟା ୧୦ରୁ ୮ଟା ୨୫: ପ୍ରଦକ୍ଷୀଣ, କଟକ, ଅଂଶୁମାନ ମିଶ୍ର, ଆହେ ନୀଳ ଶଇଳ
ଅର୍ପିତା ଚୌଧୁରୀ ଆଣ୍ଡ ଟିମ୍ (ଓଲିଉଡ୍)


ଅକ୍ଷୟ ମହାନ୍ତି ମଞ୍ଚ, ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ

ଉପସ୍ଥାପକ: ସୂରଜ ଚନ୍ଦ୍ର ଦାସ
୪ଟାରୁ ୪ଟା ୨୫: ସୂର ସାଗର, କଟକ, ରଶ୍ମି ରଞ୍ଜନ ପଣ୍ଡା, ଭଜନ
୪ଟା ୩୦ରୁ ୪ଟା ୪୫: ଶ୍ରୀ ବିଦ୍ୟା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟୁଜିକ୍ ଆଣ୍ଡ ଆର୍ଟ, କଟକ, ରତ୍ନମଞ୍ଜରୀ ନାୟକ, ଦଶ ମହାବିଦ୍ୟା
୪ଟା ୫୦ରୁ ୫ଟା: ମା ବିନାକେଶ୍ୱରୀ ନୃତ୍ୟ ମଞ୍ଜରୀ, ପୁରୀ, ସତ୍ୟବାନ ସାହୁ, କେଳା କେଳୁଣି, ଓଡ଼ିଆ ଢଗଢମାଳି
୫ଟା ୫ରୁ ୫ଟା ୧୫: ନ୍ରିତ୍ୟାଶ୍ରୀ କଳା ନିକେତନ ଟ୍ରଷ୍ଟ, ସାଲେପୁର, ଅନ୍ୱେଷା ଦାସ, ଓଡ଼ିଶୀ
୫ଟା ୨୦ରୁ ୫ଟା ୩୫: କଳିଙ୍ଗ ପାଇକ କ୍ରିଏସନ୍‌‍, ଖୋର୍ଦ୍ଧା, ଦୁର୍ଗା ପ୍ରସାଦ ବାରିକ, ପାଇକ ଆଖଡ଼ା
୫ଟା ୪୦ରୁ ୬ଟା: ଶିଞ୍ଜନ ନ୍ରିତ୍ୟାଳୟ, କୋଲକାତା, ଆଲୋକ କାନୁନଗୋ, ଦଶ ମହାବିଦ୍ୟା

ଉପସ୍ଥାପକ: ଦୀପେଶ
୬ଟାରୁ ୭ଟା: ହାଇକୋର୍ଟ ପ୍ୟାଭିଲିୟନର ଉଦଘାଟନ କାର୍ଯ୍ୟକ୍ରମ
୭ଟାରୁ ୮ଟା: ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍‌‍ ଗ୍ରୁପ୍ ପ୍ରୋଗ୍ରାମ
୮ଟାରୁ ୮ଟା ୨୦: ମଲଖମ୍ବ ୟୁନାଇଟେଡ୍‌, ପୁରୀ, ପ୍ରଭାତ ନଳିନୀ ପରିଚ୍ଛା, ମଲଖମ୍ବ
୮ଟା ୨୦ରୁ ୮ଟା ୩୦: ସତରୂପା, ଢେଙ୍କାନାଳ, ତିମିରାସୁ, ଓଡ଼ିଶୀ ନୃତ୍ୟପ୍ରିୟା-ନଟରାଜ


ବାଲିଯାତ୍ରାର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଗୁହା ପୁନମ୍ ତାପସ କୁମାର, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, କମିଶନରେଟ ପୋଲିସର ଉପ-ଆୟୁକ୍ତ ଖିଲାରୀ ଋଷିକେଶ ଦ୍ୟାନଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ: ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Historic Baliyatra Cuttack: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ... | Argus News