Pension Update / ପେନସନଭୋଗୀଙ୍କ ପାଇଁ ଖୁସି ଖବର, ସରକାର କରିପାରନ୍ତି ଏହି ବଡ଼ ଘୋଷଣା
·3 months ago·3 min read

Key Points
ଅଷ୍ଟମ ବେତନ ପୂର୍ବରୁ ହେବ ବଡ଼ ଘୋଷଣା
ଲାଭବାନ ହେବେ କୋଟି କୋଟି ପେନସନଭୋଗୀ
ସରକାର କରିବାକୁ ଯାଉଛନ୍ତି ଏହି ବଡ଼ ଘୋଷଣା
ଲାଭବାନ ହେବେ କୋଟି କୋଟି ପେନସନଭୋଗୀ
ସରକାର କରିବାକୁ ଯାଉଛନ୍ତି ଏହି ବଡ଼ ଘୋଷଣା
ଅଷ୍ଟମ ବେତନ କମିଶନକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆସିପାରେ । ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ଅବସରକାଳୀନ ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ପେନସନ ବିକଳ୍ପ ବାଛିବାରେ ଅଧିକ ସୁବିଧା ଦେବା ଓ ପ୍ରକ୍ରିୟାକୁ ସହଜ କରିବା ପାଇଁ ଆଲୋଚନା ଚାଲିଛି ।
କେନ୍ଦ୍ରୀୟ ସରକାରୀ କର୍ମଚାରୀ ସଂଘର ଜଣେ ସଦସ୍ୟ କହିଛନ୍ତି ଯେ ଯଦି ଆଲୋଚନା ସକାରାତ୍ମକ ଭାବରେ ଜାରି ରହେ, ତେବେ ଆଗାମୀ ଦୁଇରୁ ୪ ମାସ ମଧ୍ୟରେ ପ୍ରସ୍ତାବ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ । ତଥାପି, ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ ।
କେନ୍ଦ୍ରୀୟ ସରକାରୀ କର୍ମଚାରୀ ସଂଘର ଜଣେ ସଦସ୍ୟ କହିଛନ୍ତି ଯେ ଯଦି ଆଲୋଚନା ସକାରାତ୍ମକ ଭାବରେ ଜାରି ରହେ, ତେବେ ଆଗାମୀ ଦୁଇରୁ ୪ ମାସ ମଧ୍ୟରେ ପ୍ରସ୍ତାବ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ । ତଥାପି, ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ ।
- ନିଜ ପସନ୍ଦର ପେନସନ ଚୟନ କରିପାରିବେ
- ଏବେ NPS ମାଧ୍ୟମରେ ମିଳୁଛି ପେନସନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- UPS ବିକଳ୍ପ କଣ ?
ପଢନ୍ତୁ ଏହି ଖବର: ୨୦୨୭ରେ ଲାଗୁ ହେବ ଅଷ୍ଟମ ବେତନ; କେତେ ବଢିବ ଆପଣଙ୍କ ଦରମା ?
ସେହିପରି ପେନସନ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ ପରେ, ସେମାନଙ୍କ ପରିବାରକୁ ପେନସନର ୬୦% ପ୍ରଦାନ କରାଯିବ । ଏହି ପେନସନ ଯୋଜନାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରି ମହଙ୍ଗା ଭତ୍ତା ମଧ୍ୟ ଏଥିରେ ଯୋଡାଯାଏ, ଯାହା ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରେ । ଏଥିଲାଗି ଚାକିରି କରିବା ସମୟରେ କର୍ମଚାରୀଙ୍କୁ ସେମାନଙ୍କ ଦରମାର ୧୦% ଯୋଗଦାନ କରିବାକୁ ପଡ଼ିବ, ଯେତେବେଳେ ସରକାର ୧୮.୫% ଯୋଗଦାନ କରିବେ । ଏବେ ଏହି ସବୁ ପେନସନ ଯୋଜନା ଉପରେ ଆଲୋଚନା କରାଯାଉଛି, ଯାହାକୁ ପେନସନଭୋଗୀଙ୍କୁ ବାଛିବାକୁ ଅନୁମତି ଦିଆଯିବ ।
Related Topics
Explore more stories