Abhinav Iyer / ଅର୍ଗସ୍ ନ୍ୟୁଜ୍ କାର୍ଯ୍ୟାଳୟ ବୁଲି ଦେଖିଲେ ମୁଥୁଟ୍ ଫାଇନାନ୍ସର ବରିଷ୍ଠ ମହାପ୍ରବନ୍ଧକ
·7 months ago·1 min read

Key Points
ଅର୍ଗସ୍ ନ୍ୟୁଜ୍ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମୁଥୁଟ୍ ଗ୍ରୁପ୍ର ବରିଷ୍ଠ ମହାପ୍ରବନ୍ଧକ ଅଭିନବ ଆୟର ଆମର ଅତ୍ୟାଧୁନିକ ଷ୍ଟୁ଼ଡିଓ ବୁଲି ଦେଖିଛନ୍ତି ।
ଭୁବନେଶ୍ଵର: ମୁଥୁଟ୍ ଗ୍ରୁପ୍ର ମାର୍କେଟିଂ ଓ ଷ୍ଟ୍ରାଟେଜି ବରିଷ୍ଠ ମହାପ୍ରବନ୍ଧକ ଅଭିନବ ଆୟର ଅର୍ଗସ୍ ନ୍ୟୁଜ୍ କାର୍ଯ୍ୟାଳୟ ବୁଲି ଦେଖିଛନ୍ତି । ଏହି ଅବସରରେ ଅର୍ଗସ୍ ନ୍ୟୁଜର ସିଇଓ ପ୍ରକାଶ ସାହୁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାହିଲ ଚୋପ୍ରାଙ୍କ ସହ ଅଭିନବ ଆୟର ବିଶେଷ ଆଲୋଚନା କରିଥିଲେ ।
ଅର୍ଗସ୍ ନ୍ୟୁଜ୍ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମୁଥୁଟ୍ ଗ୍ରୁପ୍ର ବରିଷ୍ଠ ମହାପ୍ରବନ୍ଧକ ଅଭିନବ ଆୟର ଆମର ଅତ୍ୟାଧୁନିକ ଷ୍ଟୁ଼ଡିଓ ବୁଲି ଦେଖିଥିଲେ । ଅର୍ଗସ୍ ନ୍ୟୁଜ୍ ଲୋକଙ୍କ ବିଶ୍ଵାସ ଭାଜନ ହୋଇ ପାରିଥିବାରୁ ପ୍ରଶଂସା କରିଛନ୍ତି ଅଭିନବ ଆୟର ।
ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ
ବ୍ୟାଙ୍କ୍ ଅଫ୍ ବରୋଦାରୁ ଅଭିନବ ଆୟର ଆରମ୍ଭ କରିଥିଲେ ଚାକିରି ଜୀବନ । ଭୋପାଳରେ ବ୍ୟାଙ୍କ ଅଫ୍ ବରୋଦୀର ମାର୍କେଟିଂ ଅଫିସରରୁ ଚାକିରି ଆରମ୍ଭ କରିଥିଲେ । ଦେଶ ସହ ବିଦେଶରେ ସେ କାମ କରି ସଫଳତା ପାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ମୁଥୁଟ୍ ଗ୍ରୁପର ବରିଷ୍ଠ ମହାପ୍ରବନ୍ଧକ ଭାବେ ଅଭିନବ ଆୟର ଦାୟିତ୍ଵ ସମ୍ଭାଳୁଛନ୍ତି । ଅଭିନବଙ୍କ ନେତୃତ୍ଵରେ ମୁଥୁଟ୍ "ଭରୋସା ଭାରତର" କ୍ୟାମ୍ପେନ୍ ଚଳାଉଛି । ଯାହାକି କେବଳ ଏକ ସ୍ଲୋଗାନ ନୁହେଁ ଯାହା ଲୋକଙ୍କ ହୃଦୟକୁ ଛୁଇଁବା ସହ ବ୍ରାଣ୍ଡ ପ୍ରତି ଭରସା ସୃଷ୍ଟି କରି ଆହୁରି ବିଶ୍ଵସ୍ତ କରୁଛି ।
Related Topics
Explore more stories