Sandwich Business / ୩୦ ହଜାର ଋଣ ନେଇଥିଲେ; ଅନଲାଇନରୁ ଶିଖି, ସାଣ୍ଡୱିଚ୍ ବିକି ମାସକୁ ୨୫ଲକ୍ଷ ରୋଜଗାର
·55 mins ago·2 min read

Key Points
୩୦ ହଜାର ଋଣ ନେଇ ବ୍ୟବସାୟ ଆରମ୍ଭ
ଏବେ ମାସକୁ କରୁଛନ୍ତି ୨୫ ଲକ୍ଷ ଟଙ୍କା ରୋଜଗାର
ୟୁଟ୍ୟୁବରୁ ଶିଖିଥିଲେ ସାଣ୍ଡୱିଚ୍ ତିଆରି କରିବା ପ୍ରଣାଳୀ
ଏବେ ମାସକୁ କରୁଛନ୍ତି ୨୫ ଲକ୍ଷ ଟଙ୍କା ରୋଜଗାର
ୟୁଟ୍ୟୁବରୁ ଶିଖିଥିଲେ ସାଣ୍ଡୱିଚ୍ ତିଆରି କରିବା ପ୍ରଣାଳୀ
ଭୋପାଳ: କୁହାଯାଏ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ବଡ଼ ଅର୍ଥରାଶିର ଆବଶ୍ୟକ । କିନ୍ତୁ ମଧ୍ୟପ୍ରଦେଶରେ ରହୁଥିବା ଅଭିଷେକ ସାହୁର କାହାଣୀ ଏହି ବିଚାରକୁ ବଦଳାଇ ଦେଇଛି । ମାତ୍ର ୩୦ ହଜାର ଟଙ୍କାରୁ ଆରମ୍ଭ କରିଥିବା ବ୍ୟବସାୟ ଆଜି ୨୫ ଲକ୍ଷରେ ପହଞ୍ଚିଛି । ରାସ୍ତାକଡ଼ରେ ସ୍ଵାଦିଷ୍ଟ ସାଣ୍ଡୱିଚ୍ ବିକି ଅଭିଷେକ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଯାହାକି ଅନେକ ଯୁବପିଢିଙ୍କୁ ପ୍ରେରଣା ଦେଇଛି ।
ପଢନ୍ତୁ ଏହି ଖବର: IT ଚାକିରି ଛାଡ଼ି କରୁଛନ୍ତି କ୍ଷୀର ବ୍ୟବସାୟ; ରୋଜଗାର ଶୁଣି ଉଡ଼ିବ ହୋସ୍
- କେଉଁଠୁ ଆରମ୍ଭ ହେଲା ତାଙ୍କ ଯାତ୍ରା ?
- ରିଲ୍ ଭାଇରାଲ ପରେ ବଢିଲା ଭିଡ଼
ପଢନ୍ତୁ ଏହି ଖବର: IT ଚାକିରି ଛାଡ଼ି କରୁଛନ୍ତି କ୍ଷୀର ବ୍ୟବସାୟ; ରୋଜଗାର ଶୁଣି ଉଡ଼ିବ ହୋସ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମାସକୁ ୨୫ ଲକ୍ଷ ଟଙ୍କା ରୋଜଗାର
Related Topics
Explore more stories