Bank Strike Big Update / ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ; ଆଜି ସ୍ଵାଭାବିକ ଭାବେ ଚାଲିବ ବ୍ୟାଙ୍କ କାମ
·1 hour ago·3 min read

Key Points
ଆଜିଠୁ ହେବାକୁ ଥିବ ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ଫଳରେ ସ୍ଵାଭାବିକ ଭାବେ ଚାଲିବ ବ୍ୟାଙ୍କ କାମ
ଫଳରେ ସ୍ଵାଭାବିକ ଭାବେ ଚାଲିବ ବ୍ୟାଙ୍କ କାମ
ନୂଆଦିଲ୍ଲୀ: ଆଜିଠୁ ତିନି ଦିନ (ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ) ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି । 'ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍' (IBA) ସହ ହୋଇଥିବା ଆଲୋଚନା ଓ ବୁଝାମଣା ପରେ 'ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ' (UFBU) ଘୋଷଣା କରିଛି ଯେ ଆନ୍ଦୋଳନ ଓ ଧର୍ମଘଟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଫଳରେ ଆଜି ସୋମବାର ବ୍ୟାଙ୍କଗୁଡ଼ିକ ସ୍ଵାଭାବିକ ଭାବେ ଚାଲିବ ଏବଂ ବ୍ୟାଙ୍କ କାମ ପାଇଁ ଗ୍ରାହକଙ୍କୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଏହି ଆନ୍ଦୋଳନ ମୁଖ୍ୟତଃ ଦୀର୍ଘ ଦିନ ଧରି ପଡ଼ିରହିଥିବା '୫-ଦିନିଆ ବ୍ୟାଙ୍କିଙ୍ଗ୍' ବ୍ୟବସ୍ଥା ,ଯେଉଁଥିରେ ସମସ୍ତ ଶନିବାର ଓ ରବିବାର ଛୁଟି ରହିବା ବୋଲି ଲାଗୁ କରିବା ଦାବି ଉପରେ ଥିଲା । ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହାର କରିନେବା ପରେ ସାଧାରଣ ବ୍ୟାଙ୍କିଙ୍ଗ୍ କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ଚାଲୁ ରହିବ ଏବଂ ବ୍ୟାଙ୍କଗୁଡ଼ିକ ପୂର୍ବରୁ ଯୋଜନା କରାଯାଇଥିବା ତିନି ଦିନିଆ ବନ୍ଦରେ ସାମିଲ ହେବେ ନାହିଁ ।

- ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା UFBU
- ଗ୍ରାହକମାନଙ୍କ ପାଇଁ ଜରୁରୀ ସୂଚନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରବିବାର ବ୍ୟାଙ୍କ କାହିଁକି ଖୋଲା ଥିଲା ?
ପଢନ୍ତୁ ଏହି ଖବର: ଅକ୍ଟୋବର ସୁଦ୍ଧା ମିଳିବ ୫ ମାସର ବକେୟା ଭତ୍ତା; କାହାକୁ କେତେ ମିଳିବ?
- କାହିଁକି ବ୍ୟାଙ୍କ ଆନ୍ଦୋଳନ ହେଉଛି ?
Related Topics
Explore more stories