Business Idea / ଏହି ଛୋଟ ବ୍ୟବସାୟ ଆପଣଙ୍କୁ କରିଦେବ ଧନୀ; EV ଚାର୍ଜିଂ ଷ୍ଟେସନରେ ଲୁଚିଛି ବଡ଼ ସୁଯୋଗ
·5 months ago·2 min read

Key Points
EV ଚାର୍ଜିଂ ବ୍ୟବସାୟ
ଆଜି ଆରମ୍ଭ କରନ୍ତୁ, କାଲି ହେବେ ଧନୀ
ଆଜି ଆରମ୍ଭ କରନ୍ତୁ, କାଲି ହେବେ ଧନୀ
ଭାରତରେ ଅନେକ ଶିକ୍ଷିତ ଯୁବପିଢି ଚାକିରି ଅପେକ୍ଷାରେ ଅଛନ୍ତି । ନିଜ ଦକ୍ଷତା ମୁତାବକ ଚାକିରି ଅନ୍ଵେଷଣ କରୁଛନ୍ତି । କିଛି ଯୁବପିଢି ଚାକିରି କରିବା ପରିବର୍ତ୍ତେ କିପରି ଅନ୍ୟକୁ ରୋଜଗାର ଦେଇପାରିବେ ତାହା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । କିଛି ଯୁବପିଢି ବ୍ୟବସାୟରେ ମନ ଦେଉଛନ୍ତି । ଯଦି ଏହି ବ୍ୟବସାୟ ସଠିକ ସ୍ଥାନରେ ଏବଂ ସଠିକ୍ ଯୋଜନା ସହିତ ଆରମ୍ଭ କରାଯାଏ, ତେବେ ଏହା ପର୍ଯ୍ୟାପ୍ତ ମାସିକ ଆୟ ସୃଷ୍ଟି କରିପାରିବ । ଏପରି ଅନେକ କ୍ଷେତ୍ର ମଧ୍ୟରୁ ଏବେ ଇଲେକଟ୍ରିକ୍ ଯାନ ରୋଜଗାରର ଏକ ବଡ଼ ସୁଯୋଗ ପାଲଟିଛି ।
ଭାରତରେ ବଢିବାରେ ଲାଗିଛି ଇଲେକଟ୍ରିକ ଯାନର ଚାହିଦା । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଲୋକେ ବୈଦ୍ୟୁତିକ ଯାନ ପ୍ରତି ଆକର୍ଷିତ ହେଉଛନ୍ତି । ଏପରି ସ୍ଥିତିରେ EV ଚାର୍ଜିଂ ଷ୍ଟେସନ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଇଲେକଟ୍ରିକ୍ କାର ଏବଂ ବାଇକ୍ ସଂଖ୍ୟା ବୃଦ୍ଧି ପାଇବା ସହିତ ଚାର୍ଜିଂ ଷ୍ଟେସନର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ସେପଟେ ଇଲେକଟ୍ରିକ ଯାନ ପରିବେଶ ଅନୁକୂଳ ଥିବାରୁ ସରକାର ମଧ୍ୟ ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଉଛନ୍ତି ଏବଂ ଲୋକଙ୍କୁ ଏଥିରେ ନିବେଶ କରିବାକୁ ଉତ୍ସାହିତ କରୁଛନ୍ତି ।

- EV ଚାର୍ଜିଂ ଷ୍ଟେସନ ଖୋଲିଲେ କେତେ ଖର୍ଚ୍ଚ ?
- ସରକାରଙ୍କ କଣ ସାହାଯ୍ୟ କରନ୍ତି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମାସକୁ ୧୦୦ରୁ ଆରମ୍ଭ କରି ୫ବର୍ଷରେ ଏତିକି ଟଙ୍କା ଲାଭ ପାଆନ୍ତୁ…
- ସଠିକ୍ ସ୍ଥାନ ବାଛିବା ଗୁରୁତ୍ୱପୂର୍ଣ୍ଣ
- ମନେ ରଖନ୍ତୁ ଏହି କଥା
Related Topics
Explore more stories