EPFO Big Update / EPFOକୁ ନେଇ ଆସିଲା ବଡ଼: UPI ରେ ଉଠାଇବେ ଟଙ୍କା, ଜାଣନ୍ତୁ କେତେ ରହିବ ଲିମିଟ୍
·6 months ago·2 min read

Key Points
EPFOକୁ ନେଇ ଆସିଲା ବଡ଼
UPI ମାଧ୍ୟମରେ କେବେଠୁ ଉଠାଇ ପାରିବେ PF ଟଙ୍କା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ସଦସ୍ୟଙ୍କୁ ଆଶ୍ବସ୍ତି ଦେବାକୁ ଆଉ ଅପଡେଟ ପ୍ରୋସେସକୁ ସହଜ କରିବାକୁ କିଛି ନିୟମରେ ପରିବର୍ତ୍ତନ କରିଛି । ଏବେ କର୍ମଚାରୀ ସହଜରେ ଇପିଏଫଓ ପ୍ରୋଫାଇଲକୁ ଅପଡେଟ କରିପାରିବେ । ଆଉ ଏଥିପାଇଁ କୌଣସି ପ୍ରକାରର ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । EPFOକୁ ନେଇ ଆସିଲା ବଡ଼ ଖବର। ସିଷ୍ଟମରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଯାହା UPI ବ୍ୟବହାର କରୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବ। ଏବଂ ସହଜରେ PF ଟଙ୍କା ଉଠାଇପାରିବେ। ବର୍ତ୍ତମାନ ଆପଙ୍କୁ ଆପଣଙ୍କର PF ଟଙ୍କା ଉଠାଇବାର ସହଜ ଉପାୟ ହୋଇଗଲା। ତେବେ କେବେଠୁ ଉଠାଇବେ ଏବଂ କେମିତି ଉଠାଇବେ ଜାଣି ରଖନ୍ତୁ।
ପ୍ରାଥମିକ ସୂଚନାଅନୁଯାୟୀ, EPFO ଆଗାମୀ ଦୁଇରୁ ତିନି ମାସ ଭିତରେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ EPFO ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସହିତ ସହଭାଗୀତା କରିଛି। ସବୁଠାରୁ ବଡ଼ କଥା ଏହି ସୁବିଧା ଫୋନ୍ ପେ କିମ୍ୱା ଗୁଗୁଲ୍ ପେ କିମ୍ୱା ଅନ୍ୟ କୌଣସି ପେମେଣ୍ଟ ଆପ୍ ମାଧ୍ୟମରେ ଏବେ ଉପଲବ୍ଧ ହେବନାହିଁ। ପ୍ରଥମରୁ ଏହି ସୁବିଧା କେବଳ BHIM ଆପ୍ ମାଧ୍ୟମରେ ଉପଲବ୍ଧ କରାଯିବ। ଆପ୍ ମାଧ୍ୟମରେ ରିକ୍ୱେଷ୍ଟ ଦାଖଲ କରାଯିବ, ଏବଂ ଯାଞ୍ଚ ପରେ ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଜମା କରାଯିବ।
ଇପିଏଫଓର ଏହି ନିୟମରେ ପେଡିଙ୍ଗ ରିକ୍ୱେଷ୍ଟରେ ଥିବା 3.9 ଲକ୍ଷ ଲୋକଙ୍କୁ ଲାଭ ମିଳିବ । ଏହି ସଦସ୍ୟମାନଙ୍କ ପାଖରେ ପେଡିଙ୍ଗ ରିକ୍ୱେଷ୍ଟକୁ କ୍ୟାନସେଲ କରି ନୂଆ ସୁବ୍ୟବସ୍ଥିତ ପ୍ରୋସେସ ମାଧ୍ୟମରେ ପୁଣି ଜମା କରିବାର ସୁବିଧା ମିଳିବ ।ଜଣେ ଅଧିକାରୀଙ୍କ ଅନୁଯାୟୀ, ଏହି ସମୟରେ BHIM ଆପ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଅନୁମୋଦିତ ରାଶି ଉଠାଯାଇପାରିବ ନାହିଁ। ଏକ ସୀମା ସ୍ଥିର କରାଯିବ, ଯଦିଓ ଏହି ସୀମା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ବାକି ଅଛି। ପ୍ରାରମ୍ଭରେ, ଏହି ସେବା କେବଳ BHIM ଆପ୍ ମାଧ୍ୟମରେ ଉପଲବ୍ଧ ହେବ, କିନ୍ତୁ ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହାକୁ Paytm, PhonePe ଏବଂ Google Pay ପରି ଅନ୍ୟ ଫିନଟେକ୍ ଆପ୍ ପାଇଁ ବିସ୍ତାର କରାଯିବ।
ଏଥିସହ ପଢ଼ନ୍ତୁ: ଆଇଫୋନ ପାଇଁ ଚୋରି କଲା ଆରଟିଓ ଅଧିକାରୀଙ୍କ ଝିଆରୀ, ପ୍ରେମିକକୁ ଦେଲା କାର ଓ ସୁନା ବିସ୍କୁଟ
ଏକାଧାରାରେ କହିବାକୁ ଗଲେ EPFO ନିଜ ସିଷ୍ଟମରେ ଯେଉଁ ପରିବର୍ତ୍ତନ କରିବାକୁ ଯାଉଛି ଏଥିରେ ଅନେକ ସୁବିଧା ମିଳିବ। ଯାହା ଦ୍ୱାରା PF ଟଙ୍କା ଉଠାଇବା ମୋବାଇଲ୍ ମାଧ୍ୟମରେ ଟଙ୍କା ପଠାଇବା ପରି ପ୍ରାୟ ସହଜ ହୋଇଯିବ। ହଁ ଆପଣ ଠିକ୍ ଶୁଣିଛନ୍ତି, ଖୁବ୍ ଶୀଘ୍ର UPI ମାଧ୍ୟମରେ PF ଟଙ୍କା ଉଠାଇପାରିବେ। ଏହି ସୁବିଧାର ଅପବ୍ୟବହାର ରୋକିବା ପାଇଁ ପ୍ରାରମ୍ଭିକ ଭାବରେ କିଛି କଟକଣା ଲାଗୁ ହୋଇପାରେ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଯେହେତୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) UPI କାରବାର ଉପରେ କିଛି ସୀମା ସ୍ଥିର କରିଛି, ତେଣୁ PF ଉଠାଣ ମଧ୍ୟ ସେହି ନିୟମ ଅଧୀନରେ ରହିବ।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: