AC Price Hike / ପାର୍ବଣ ଋତୁ ପୂର୍ବରୁ ଝଟକା; ଏତିକି ଟଙ୍କା ବଢିଯିବ ଟିଭି ଏସି ଫ୍ରିଜ୍
·2 hours ago·2 min read

Key Points
ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼
ଏସି, ଟିଭି ଓ ଫ୍ରିଜ୍ର ଦାମ ଆଗକୁ ବଢିବ
ଦାମ କେତେ ଟଙ୍କା ବଢିବ ଜାଣନ୍ତୁ...
ଏସି, ଟିଭି ଓ ଫ୍ରିଜ୍ର ଦାମ ଆଗକୁ ବଢିବ
ଦାମ କେତେ ଟଙ୍କା ବଢିବ ଜାଣନ୍ତୁ...
ନୂଆଦିଲ୍ଲୀ: ପାର୍ବଣ ଋତୁର ଠିକ୍ ପୂର୍ବରୁ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ । ବର୍ତ୍ତମାନର ଦୈନନ୍ଦିନ ଜୀବନର ବ୍ୟବହୃତ ବୈଦ୍ୟୁତିକ ସାମଗ୍ରୀ ବୃଦ୍ଧି ପାଇବାକୁ ଯାଉଛି । ଏୟାର କଣ୍ଡିସନର (ଏସି), ଏଲଇଡି ଟିଭି, ୱାଶିଂ ମେସିନ ଓ ଫ୍ରିଜ ଭଳି ଅନେକ ଆବଶ୍ୟକୀୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଦାମରେ ବୃଦ୍ଧି ଘଟିବ । ଇଲେକ୍ଟ୍ରୋନିକ୍ କମ୍ପାନୀଗୁଡ଼ିକ ଅକ୍ଟୋବର ପହିଲାରୁ ଏହି ଜିନିଷଗୁଡ଼ିକ ଉପରେ ୫ରୁ ୮ ପ୍ରତିଶତ ଦାମ ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ତୃତୀୟ ଥର ପାଇଁ ଦାମ ବଢିବାକୁ ଯାଉଛି ।
- କେତେ ବଢିବ ଦାମ ?
- କେଉଁ କମ୍ପାନୀ ଦାମ ବୃଦ୍ଧି କରିବ ?
- କାହିଁକି ବଢୁଛି ଦାମ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅକ୍ଟୋବର ସୁଦ୍ଧା ମିଳିବ ୫ ମାସର ବକେୟା ଭତ୍ତା; କାହାକୁ କେତେ ମିଳିବ?
- ପାର୍ବଣ ଋତୁ ଉପରେ କଣ ପ୍ରଭାବ ପଡ଼ିବ ?
Related Topics
Explore more stories