Gold Price Today / ମକରରେ ଛକା ଚୌକା ମାରିଲା ସୁନା ଦର, ସବୁ ରେକର୍ଡ ଭାଙ୍ଗିଲା!
·8 months ago·2 min read

Key Points
ବୁଧବାର, ଜାନୁଆରୀ ୧୪ ତାରିଖରେ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି। ଆଜି ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଥିବାରୁ ଏହି ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ଆଉ ଏଜାରି ଦିନରେ ଘରକୁ ସୁନା କିମ୍ୱା ରୁପା ଆଣିଲେ ଶୁଭ ବୋଲି ବିବେଚନା କରାଯାଏ। ହେଲେ ଏବେ ସୁନା ଏବଂ ରୁପା ଦର ଏମିତି ଆକାଶ ଛୁଆ ରହିଛି ଯେ କିଣିବା କଥା ତ ଦୂରର କତା ଭାବିବାକୁ ବି ଡର ଲାଗୁଛି। ଆସନ୍ତୁ ଜାଣିବା ଆପଣଙ୍କ ସହରରେ ଆଜିର ସୁନା ଏବଂ ରୂପା ମୂଲ୍ୟ…
ଦିଲ୍ଲୀରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍ – ୧,୪୩,୭୭୦
୨୨ କ୍ୟାରେଟ୍ – ୧,୩୧,୮୦୦
୧୮ କ୍ୟାରେଟ୍ – ୧,୦୭,୮୭୦

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁମ୍ବାଇରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍ – ୧,୪୩,୬୨୦
୨୨ କ୍ୟାରେଟ୍ – ୧,୩୧,୬୫୦
୧୮ କ୍ୟାରେଟ୍ – ୧,୦୭,୭୨୦
ଚେନ୍ନାଇରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍ – ୧,୪୪,୮୮୦
୨୨ କ୍ୟାରେଟ୍ – ୧,୩୨,୮୦୦
୧୮ କ୍ୟାରେଟ୍ – ୧,୧୦,୮୦୦
କୋଲକାତାରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍ – ୧,୪୩,୬୨୦
୨୨ କ୍ୟାରେଟ୍ – ୧,୩୧,୬୫୦
୧୮ କ୍ୟାରେଟ୍ – ୧,୦୭,୭୨୦
ସୁନା ଏବଂ ରୂପା ମୂଲ୍ୟ ପ୍ରତିଦିନ ପରିବର୍ତ୍ତନଶୀଳ ହୁଏ। ଏଗୁଡ଼ିକର ମୂଲ୍ୟ ଅନ୍ତର୍ଜାତୀୟ ବଜାର, ଡଲାର-ଟଙ୍କା ବିନିମୟ ହାର ଏବଂ ଟିକସ ଭଳି କାରଣ ଉପରେ ନିର୍ଭର କରେ। ତେଣୁ, ଯଦି ଆପଣ ଆଜି ଏହି ମୂଲ୍ୟବାନ ଧାତୁଗୁଡ଼ିକୁ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ସହରର ସର୍ବଶେଷ ମୂଲ୍ୟ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ।
ଏହାସହ ପଢ଼ନ୍ତୁ: ସୁନା ପରେ ରୁପା ଚିନ୍ତା: ୨ ଲକ୍ଷ ୭୧ ହଜାରକୁ ଛୁଇଁଲା ରୁପା
ସୁନା ପରେ ଏବେ ରୁପାକୁ ନେଇ ବଡ଼ ଚିନ୍ତା । ନିଇତି ନୂଆ ନୂଆ ରେକର୍ଡ କରୁଛି ରୁପା ଦର । ବୁଲିୟନ ମାର୍କେଟ ଓ ଖୁଚୁରା ବଜାରରେ ଉଭୟରେ ସୁନା ରୁପା ମହଙ୍ଗା ହେଉଛି । କିନ୍ତୁ ସୁନା ଅପେକ୍ଷା ରୁପା ଦରରେ ବୃଦ୍ଧି ଅଧିକ ଦେଖିବାକୁ ମିଳୁଛି ।
ସୋମବାର ୧୨ ହଜାର ଟଙ୍କା ମହଙ୍ଗା ହୋଇଥିବା ରୁପା ଦରରେ ଆଜି ପୁଣି ବୃଦ୍ଧି ଦେଖିବାକୁ ମିଳିଛି । ସୋମବାର କମୋଡିଟି ବଜାରରେ ରୁପା କିଲୋପିଛା ଦର ୨ ଲକ୍ଷ ୫୨ ହଜାର ଥିବାବେଳେ ଆଜି ଏହା ପୁଣି ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ଆଜି କମୋଡିଟି ବଜାରରେ ରୁପାର କିଲୋପିଛା ଦର ୨ ଲକ୍ଷ ୭୧ ହଜାରକୁ ଛୁଇଁଛି । ସାଧାରଣତଃ ମନରେ ପ୍ରଶ୍ନ ଆସେ ଯେ, ସୁନା ପ୍ରତି ଅହେତୁକ ଆକର୍ଷଣ କାରଣରୁ ସୁନା ମହଙ୍ଗା ହେଉଛି । କିନ୍ତୁ ରୁପା କାହିଁକି ମହଙ୍ଗା ହେବାରେ ଲାଗିଛି ।
ରୁପା କାହିଁକି ମହଙ୍ଗା ?
ବିଶ୍ଵ ବାଜରରେ ରୁପାର ଚାହିଦା ଢେର ଅଧିକ ରହିଛି । ନିବେଶକଙ୍କ ପସନ୍ଦ ଯୋଗୁଁ ରୁପା ଦରରେ ଚଳିତବର୍ଷ ୧୮୦% ବୃଦ୍ଧି ହୋଇଛି । ନିବେଶକଙ୍କ ପସନ୍ଦ ସହ ଶିଳ୍ପ କ୍ଷେତ୍ରର ଚାହିଦା ଓ ଯୋଗାଣରେ ବାଧା ଯୋଗୁଁ ରୁପାର ଦର ବଢ଼ଛି । ଗୋଟିଏ ପଟେ ଏହା ମୂଲ୍ୟବାନ ଧାତୁ ଅନ୍ୟପଟେ ବିଭିନ୍ନ ଶିଳ୍ପରେ ବ୍ୟବହାର ହେଉଛି । ସୋଲାର ପ୍ୟାନେଲ, ଇଲେକଟ୍ରୋନିକ୍ସ ଓ ଇଭି ସହ ବ୍ୟାଟେରୀ ଶିଳ୍ପରେ ମଧ୍ୟ ବ୍ୟବହାର ହେଉଛି ରୁପା । ଚାହିଦା ବଢ଼ିଲେ ମଧ୍ୟ ଯୋଗାଣ ସୀମିତ ରହୁଥିବାରୁ ଦର ବୃଦ୍ଧି ପାଉଛି ।

Related Topics
Explore more stories