Fertilizers / ୟୁରିଆ ଉତ୍ପାଦନ ୟୁନିଟ୍ର ସମ୍ପ୍ରସାରଣ କରିବ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍
·8 months ago·2 min read

Key Points
ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ ତାର ତିନିଟି ଯାକ ୟୁନିଟ୍ ଗୋରଖପୁର, ବାରାଉଣୀ ଏବଂ ସିନ୍ଦ୍ରି ପ୍ଲାଣ୍ଟ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ଗୋରଖପୁର ଓ ସିନ୍ଦ୍ରି ୟୁନିଟରେ ୟୁରିଆ ଉତ୍ପାଦନକୁ କମ୍ପାନୀ ଦୁଇଗୁଣ କରିବାକୁ ଯୋଜନା କରିଛି ।
ଲକ୍ଷ୍ନୌ: ଭାରତର ଘରୋଇ ୟୁରିଆ ଉତ୍ପାଦନକୁ ବୃଦ୍ଧି କରୁଛି ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ (HURL) । ପୂର୍ବ ଉତ୍ତରପ୍ରଦେଶର ଗୋରଖରପୁରରେ କମ୍ପାନୀର ଗ୍ୟାସ୍ ପରିଚାଳିଚ ସାର କାରଖାନା ରହିଛି । ଯାହାକି ଦିନକୁ ୩ ହଜାର ୮୫୦ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରୁଛି । ଏହି ପ୍ଲାଣ୍ଟର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭୦ ଲକ୍ଷ ମେଟ୍ରିକ୍ ଟନ୍ ।
ୟୁରିଆ ଉତ୍ପାଦନରେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛି ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ । ଫଳରେ ଭାରତ, ବିଦେଶରୁ ୟୁରିଆ ଆମଦାନୀ ଯଥେଷ୍ଟ କମ୍ କରିବା ସହ ସ୍ଥାନୀୟ ଚାଷୀଙ୍କୁ ସମର୍ଥନ ମିଳୁଛି । ଏହାଛଡ଼ା ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ ହେଉଛି ଦେଶର ୟୁରିଆ ଉତ୍ପାଦନକାରୀଙ୍କ ମଧ୍ୟରେ କମ୍ ଶକ୍ତି ଖର୍ଚ୍ଚ କରୁଥିବା ପ୍ଲାଣ୍ଟ ।
ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ
ଯାହାକି ଅତ୍ୟାଧୁନିକ ଓ ସ୍ଵଳ୍ପ ଶକ୍ତି ଖର୍ଚ୍ଚକାରୀ ଟେକ୍ନୋଲୋଜିରେ ୟୁରିଆ ଉତ୍ପାଦନ କରୁଛି । ଏଭଳି ଭାବେ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ ଭାରତରେ କୃଷି କ୍ଷେତ୍ରକୁ ଶକ୍ତି ଯୋଗାଇବା ସହ ଗୋରଖପୁର ପ୍ଲାଣ୍ଟ ଅର୍ଥନୀତିକୁ ସୁଦୃଢ଼ କରୁଛି, ନୂଆ ନିଯୁକ୍ତିର ରାସ୍ତା ଖୋଲିଛି ।
ଆଗକୁ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ ତାର ତିନିଟି ଯାକ ୟୁନିଟ୍ ଗୋରଖପୁର, ବାରାଉଣୀ ଏବଂ ସିନ୍ଦ୍ରି ପ୍ଲାଣ୍ଟ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ଗୋରଖପୁର ଓ ସିନ୍ଦ୍ରି ୟୁନିଟରେ ୟୁରିଆ ଉତ୍ପାଦନକୁ କମ୍ପାନୀ ଦୁଇଗୁଣ କରିବାକୁ ଯୋଜନା କରିଛି ।
ଏଥିସହ ପଢ଼ନ୍ତୁ: ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍ଙ୍କ ବିଶ୍ଵ ରେକର୍ଡ
ଏଥିସହ ନାନୋ ଫର୍ଟିଲାଇଜର, ସଲଫର-କୋଟେଡ୍ ୟୁରିଆ, ଆମୋନିୟମ ସଲଫେଟ୍ ଏବଂ NPK ଫର୍ଟିଲାଇଜର ଆଦି ଉତ୍ପାଦନ କରିବାକୁ ବିଚାର କରୁଛି ଆଗକୁ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍ । ଏହାଦ୍ଵାରା ଘରୋଇ ସାର ଉତ୍ପାଦନ ବଜାର ଶକ୍ତିଶାଳୀ ହେବ । ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଅର୍ଥନୀତିକ ଅଭିବୃଦ୍ଧି ହେବ । ବିଶେଷକରି ଭାରତର ପୂର୍ବୋତ୍ତର ଅଞ୍ଚଳରେ କମ୍ ଶକ୍ତି ଉପଯୋଗୀ କୃଷିକୁ ସମର୍ଥନ ଯୋଗାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories