Bank Holidays / ଜାନୁଆରୀ ମାସରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ କେବେ ଛୁଟି...
·8 months ago·2 min read

Key Points
ଆରବିଆଇ ଛୁଟି କ୍ୟାଲେଣ୍ଡର ଅନୁସାରେ, ୨୦୨୬ ଜାନୁଆରୀ ମାସରେ ବ୍ୟାଙ୍କ ମୋଟ ୧୬ ଦିନ ବନ୍ଦ ରହିବ । ଯେଉଁଥିରେ ୧୦ଟି ଛୁଟିଦିନ ରହିଥିବା ବେଳେ ୬ଟି ସପ୍ତାହନ୍ତରେ ବ୍ୟାଙ୍କ ଖୋଲିବନି ।
ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ସହ ଲୋକଙ୍କ ଉତ୍କଣ୍ଠା ବଢ଼ିଛି । ଜାନୁଆରୀ ୨୦୨୬ରେ କେତେ ଦିନ ବନ୍ଦ ରହିବ ଓ ବ୍ୟାଙ୍କ ଖୋଲିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏନେଇ ଛୁଟି କ୍ୟାଲେଣ୍ଡର ଜାରି କରିଛି ।
ଜାତୀୟ ପର୍ବ ସହ ସ୍ଥାନୀୟ ପର୍ବ ଅନୁସାରେ ଭିନ୍ନ ଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଅନୁସାରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଥାଏ । ଆରବିଆଇ ଛୁଟି କ୍ୟାଲେଣ୍ଡର ଅନୁସାରେ, ୨୦୨୬ ଜାନୁଆରୀ ମାସରେ ବ୍ୟାଙ୍କ ମୋଟ ୧୬ ଦିନ ବନ୍ଦ ରହିବ ।
ଏଥିସହ ପଢ଼ନ୍ତୁ: ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ
ଯେଉଁଥିରେ ୧୦ଟି ଛୁଟିଦିନ ରହିଥିବା ବେଳେ ୬ଟି ସପ୍ତାହନ୍ତରେ ବ୍ୟାଙ୍କ ଖୋଲିବନି । ଫଳରେ ଜାନୁଆରୀ ମାସରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ସ୍ଥାନୀୟ ଓ ଜାତୀୟ ପର୍ବ ସହ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ପୂର୍ବଭଳି ବନ୍ଦ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତୁ ନଜର ପକାଇବା ଆଜିଠାରୁ ଆରମ୍ଭ ହୋଇଥିବା ଜାନୁଆରୀ ମାସରେ ବ୍ୟାଙ୍କ କେତେଦିନ ବନ୍ଦ ରହିବ । ଆଉ କେବେ କେବେ ବ୍ୟାଙ୍କ ଖୋଲିବ । ତାଲିକାକୁ ଦେଖି ଆପଣ ବ୍ୟାଙ୍କରେ କରିବାକୁ ଥିବା ଦେଣନେଣ ପାଇଁ ଆଗୁଆ ସମୟ ନିର୍ଘଣ୍ଟ କରିପାରିବେ ।
ଜାନୁଆରୀରେ କେବେ କେବେ ବ୍ୟାଙ୍କ ବନ୍ଦ ?
ଜାନୁଆରୀ ୧- ନବବର୍ଷ/ଗଣ-ନାଗି (ମିଜୋରାମ, ମଣିପୁର, ନାଗଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ପଶ୍ଚିମବଙ୍ଗ)
ଜାନୁଆରୀ ୨- ନୂଆ ବର୍ଷ/ମନ୍ନମ ଜୟନ୍ତୀ (କେରଳ, ମିଜୋରାମ)
ଜାନୁଆରୀ ୩- ହଜରତ ଅଲୀଙ୍କ ଜୟନ୍ତୀ (ଉତ୍ତରପ୍ରଦେଶ)
ଜାନୁଆରୀ ୧୦- ଦ୍ଵିତୀୟ ଶନିବାର
ଜାନୁଆରୀ ୧୨- ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ (ପଶ୍ଚିମବଙ୍ଗ)
ଜାନୁଆରୀ ୧୪- ମକର ସଂକ୍ରାନ୍ତି/ମାଘ ବିହୁ (ଆସାମ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଗୁଜରାଟ)
ଜାନୁଆରୀ ୧୫- ଉତ୍ତରାୟାଣ/ପୋଙ୍ଗଲ/ମାଘ ସଂକ୍ରାନ୍ତି/ମକର ସଂକ୍ରାନ୍ତି (ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା)
ଜାନୁଆରୀ ୧୬- ଥିରୁଭଲ୍ଲୁଭର ଦିବସ (ତାମିଲନାଡ଼ୁ)
ଜାନୁଆରୀ ୧୭- ଉଜହବର ଥିରୁନାଲ (ତାମିଲନାଡ଼ୁ)
ଜାନୁଆରୀ ୨୩- ନେତାଜୀ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀ/ସରସ୍ଵତୀ ପୂଜା (ଶ୍ରୀପଞ୍ଚମୀ)/ବୀର ସୁରେନ୍ଦ୍ର ସାଏ ଜୟନ୍ତୀ/ବସନ୍ତ ପଞ୍ଚମୀ (ପଶ୍ଚିମବଙ୍ଗ, ଓଡ଼ିଶା, ତ୍ରିପୁରା)
ଜାନୁଆରୀ ୨୪- ଚତୁର୍ଥ ଶନିବାର
ଜାନୁଆରୀ ୨୬- ସ୍ଵାଧୀନତା ଦିବସ
ଜାନୁଆରୀ ୪, ୧୧, ୧୮, ୨୫- ରବିବାର
ଏଥିସହ ପଢ଼ନ୍ତୁ: ନୂଆବର୍ଷ ଆରମ୍ଭରୁ ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର
ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ଛୁଟି ?
ଜାନୁଆରୀ ମାସରେ ଓଡ଼ିଶାରେ ବ୍ୟାଙ୍କ ଗୁଡ଼ିକ ମୋଟ ୯ ଦିନ ବନ୍ଦ ରହିବ । ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି, ଜାନୁଆରୀ ୨୩ରେ ଶ୍ରୀପଞ୍ଚମୀ, ଜାନୁଆରୀ ୨୬ ସ୍ଵାଧୀନତା ଦିବସ ଛୁଟି ରହିଛି । ୬ଟି ସପ୍ତାହନ୍ତ ଓ ୩ ଦିନ ଛୁଟି ମିଶାଇଲେ ଓଡ଼ିଶାରେ ମୋଟ ୯ ଦିନ ଜାନୁଆରୀ ମାସରେ ବ୍ୟାଙ୍କ ଖୋଲିବନି ।

Related Topics
Explore more stories