India GenZ Billionaire / ବୟସ ମାତ୍ର ୨୨; ଏମିତି କୋଟିପତି ହୋଇଗଲେ ଭାରତୀୟ GenZ
·1 month ago·2 min read

Key Points
ମାତ୍ର ୨୨ ବର୍ଷ ବୟସରେ ବିଶ୍ଵ ଧନୀ ବ୍ଯକ୍ତିଙ୍କୁ ଟକ୍କର
ଏମିତି କୋଟିପତି ହୋଇଗଲେ ଭାରତୀୟ GenZ
ଭାଗ୍ଯ ବଦଳାଇଦେଲା ଗୋଟିଏ ଆପ୍
ଏମିତି କୋଟିପତି ହୋଇଗଲେ ଭାରତୀୟ GenZ
ଭାଗ୍ଯ ବଦଳାଇଦେଲା ଗୋଟିଏ ଆପ୍
କିଛି ବର୍ଷ ପୂର୍ବରୁ ଭାରତର ସବୁଠୁ ଧନୀ ତାଲିକାରେ ଅଧିକାଂଶ ନାମ ବଡ଼ ବଡ଼ ବ୍ଯବସାୟୀଙ୍କର ରହୁଥିଲା । ମାତ୍ର ଏବେ ଚିତ୍ର ବଦଳିଛି । ନୂଆ ପିଢିର ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଖୁବ କମ ବୟସରେ ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି । କମ ବୟସରେ ନିଜେ ରୋଜଗାରକ୍ଷମ ହେବାସହ ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିପାରୁଛନ୍ତି । ଏହି ଧାରାରେ ଆଉ ଜଣେ ସଫଳ ନାମ ହେଉଛନ୍ତି କୈବଲ୍ୟ ବୋହରା । ଯିଏକି ଟେକ୍ନୋଲୋଜିର ବ୍ୟବହାର କରି ଏମିତି ଏକ ଆପ୍ ଆଣିଛନ୍ତି ଯେ କ୍ରମାଗତ ଭାବେ ସଫଳତାର ପାହାଚ ଚଢି ଚାଲିଛନ୍ତି ।
- କିଏ କୈବଲ୍ୟ ବୋହରା ?
- ଅଧାରୁ ଛାଡ଼ିଦେଇଥିଲେ କଲେଜ ପାଠପଢା
- କେମିତି ଆସିଲା ଏହି ବିଚାର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୦ ମିନିଟ ଡେଲିଭରି ବଦଳାଇଲା ଭାଗ୍ୟ
ପଢନ୍ତୁ ଏହି ଖବର: ୨୬ ବର୍ଷୀୟ ଯୁବକଙ୍କ ଅସାଧାରଣ କାର୍ଯ୍ୟ: AI ଉପକରଣ ଗୋଟେ ଦିନରେ ୭୭ କୋଟି ପ୍ରିଣ୍ଟ
- କୈବଲ୍ୟ କେମିତି ହେଲେ କୋଟିପତି ?
Related Topics
Explore more stories