Gas Price Hike / ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ୍ ଦର; କମର୍ସିଆଲ୍ LPG ସିଲିଣ୍ଡର ଦରରେ ବୃଦ୍ଧି
·48 mins ago·2 min read

Key Points
ମାସ ଆରମ୍ଭରୁ ବଢ଼ିଲା କମର୍ସିଆଲ୍ LPG ସିଲିଣ୍ଡର ଦର
ଦେଶବ୍ୟାପି ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦର ବୃଦ୍ଧି
ସିଲିଣ୍ଡର ପିଛା ଦର ୯ ଟଙ୍କା ୫୦ ପଇସା ବଢ଼ିଲା
ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ଦର ୨,୭୪୭ ଟଙ୍କା ୫୦ ପଇସା

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍କା । ବଢ଼ିଲା ଗ୍ୟାସ୍ ଦର । ଦେଶବ୍ୟାପି ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ଦର ମାସ ରମ୍ଭରୁ ବୃଦ୍ଧି ପାଇଛି । ବାଣିଜ୍ୟିକ ସିଲିଣ୍ଡର ପିଛା ଦର ୯ ଟଙ୍କା ୫୦ ପଇସା ବଢ଼ିଛି ।
ତୈଳ ମାର୍କେଟିଂ କମ୍ପାନୀ LPG ସିଲିଣ୍ଡର ଦର ବଢ଼ାଇଛନ୍ତି । IOCL ଅନୁସାରେ, ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦାମ ୯ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଶ୍ଵସ୍ତିର କଥା ହେଲା ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ଦର ବୃଦ୍ଧି ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ନୂଆ ଶ୍ରମ କୋଡ୍ ସହ ଅଗଷ୍ଟ ୩୧ରୁ ବଦଳି ଯିବ ଦରମା; ଜାଣନ୍ତୁ ଏଣିକି ହାତକୁ ଆସିବ କେତେ ଟଙ୍କା...
ସେହିଭଳି ୫ କେଜି ଓ ୧୦ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୫ କେଜି ବିଶିଷ୍ଟ ଛୋଟୁ ଏଲପିଜି ସିଲିଣ୍ଡର ଏବେ ୩୪୯ ଟଙ୍କା ୫୦ ପଇସାରେ ମିଳୁଛି । ଯେତେବେଳେ କି XTRALITEର ଦର ୩୩୯ ଟଙ୍କା ରହିଛି । ତେବେ ୫ କେଜି ବିଶିଷ୍ଟ ଅଣ-ଘରୋଇ ସିଲିଣ୍ଡର ମୂଲ୍ୟ ୭୬୨ରୁ ୭୬୪ ଟଙ୍କାକୁ ବୃଦ୍ଧି ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ସହରରେ କେତେ ଦାମ ?
ଆଜିଠୁ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦିଲ୍ଲୀରେ ୯ ଟଙ୍କା ୫୦ ମହଙ୍ଗା ହୋଇ ୨୭୪୭ ଟଙ୍କା ପଇସରେ ପହଞ୍ଚିଛି । ପୂର୍ବରୁ ଦର ୨୭୩୮ ଟଙ୍କା ଥିଲା ।
ସେହିଭଳି ମୁମ୍ବାଇରେ ବର୍ଦ୍ଧିତ ର ୨୭୦୧ ଟଙ୍କା ରହିଛି । ପର୍ବରୁ ୨୬୯୧ ଟଙ୍କା ୫୦ ପଇସା ରହିଥିଲା । କୋଲକାତାରେ ନୂଆ ଦର ୨୮୭୨ ଟଙ୍କା ୫୦ ପଇସା ରହିଛି । ପୂର୍ବରୁ ୨୯୮୨ ଟଙ୍କା ଥିଲା । ଚେନ୍ନାଇରେ ଦର ବୃଦ୍ଧି ପାଇ ୨୯୧୬ ଟଙ୍କା ୬୦ ପଇସା ହୋଇଛି । ପୂର୍ବରୁ ଦର ୨୯୦୬ ଟଙ୍କ ରହିଥିଲା ।
୧୪.୨ କେଜି ସିଲିଣ୍ଡର ଦର
ଆଶ୍ଵସ୍ତିର କଥା ହେଉଛି, ତୈଳ କମ୍ପାନୀ ଘରୋଇ ସିଲିଣ୍ଡର ଦର ବୃଦ୍ଧି କରି ନାହାନ୍ତି । ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୪୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୯୪୧ ଟଙ୍କା ୫୦ ପଇସା, କୋଲକାତାରେ ୯୬୮ ଟଙ୍କା ଓ ଚେନ୍ନାଇରେ ୯୫୭ ଟଙ୍କା ୫୦ ପଇସା ରହିଛି ।
ଏଥିସହ ପଢ଼ନ୍ତୁ: 210 ଟଙ୍କା ଜମା କରି ପ୍ରତି ମାସରେ 5,000 ଟଙ୍କାର ପେନସନ ପାଆନ୍ତୁ ! କେମିତି ମିଳିବ ସରକାରୀ ଯୋଜନାର ଲାଭ ?

ଘରୋଇ ଓ ବାଣିଜ୍ୟିକ ସିଲିଣ୍ଡର ଦରକୁ ଦେଖିଲେ ମୁମ୍ବାଇରେ ସବୁଠୁ କମ୍ ଦାମରେ ଗ୍ୟାସ୍ ମିଳୁଛି । ଅନ୍ୟପଟେ ଲେହକୁ ପରିବହନ ଖର୍ଚ୍ଚ ବହୁତ ଅଧିକ ଥିବାରୁ ସେଠାରେ ଉଭୟ ସିଲିଣ୍ଡର ବେଶ୍ ମହଙ୍ଗା । ଲେହରେ ୧୪.୨ କେଜି ବିଶିଷ୍ଟ ଘରୋଇ ସିଲିଣ୍ଡର ଦର ୧୧୭୯ ଟଙ୍କା ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ଦର ୩୩୮୫ ଟଙ୍କା ୫୦ ପଇସା ରହିଛି ।
Related Topics
Explore more stories