Bank Closed October 2026 / ଗାନ୍ଧୀ ଜୟନ୍ତୀଠୁ ଦଶହରା... ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
·2 hours ago·3 min read

Key Points
ଅକ୍ଟୋବର ମାସରେ ପଡୁଛି ଏକାଧିକ ଛୁଟି
ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୫ଦିନ ବ୍ୟାଙ୍କ ବନ୍ଦ
ଦେଖନ୍ତୁ କେଇଁ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଅକ୍ଟୋବର ମାସରେ ଦଶହରା, ଛଠ ପୂଜା ଏବଂ ଦୁର୍ଗା ପୂଜା ଭଳି ପ୍ରମୁଖ ପର୍ବ ପାଳନ ହୁଏ । ଗାନ୍ଧୀ ଜୟନ୍ତୀ ପାଇଁ ଅକ୍ଟୋବର ୨ ତାରିଖରେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ମାସରେ ଅନେକ ରାଜ୍ୟରେ ଅନେକ ବ୍ୟାଙ୍କ ଛୁଟି ରହିଛି । ମୋଟାମୋଟି କହିବାକୁ ଗଲେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୧୫ ଦିନ ପାଇଁ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅକ୍ଟୋବର ୨୦୨୬ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ।
ଅକ୍ଟୋବରରେ ମହାତ୍ମା ଗାନ୍ଧୀ ଜୟନ୍ତୀ, ମହାଳୟା ଅମାବାସ୍ୟା, ମହାସପ୍ତମୀ, ଦଶହରା (ମହା ଅଷ୍ଟମୀ)/ମହାନ ନବମୀ/ଆୟୁଧ ପୂଜା/ଦୁର୍ଗା ପୂଜା/ବିଜୟାଦଶମୀ/ଦୁର୍ଗା ଅଷ୍ଟମୀ, ଦଶହରା (ବିଜୟାଦଶମୀ), ମହା ନବମୀ, ଆୟୁଧ ପୂଜା/ଦୁର୍ଗା ପୂଜା, ବିଜୟାଦଶମୀ/ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କରବା ଚୌଥ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨ ଅକ୍ଟୋବର, ୨୦୨୬: ମହାତ୍ମା ଗାନ୍ଧୀ ଜୟନ୍ତୀ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହା ଏକ ନ୍ୟାସନାଲ୍ ହଲିଡେ' ହୋଇଥିବାରୁ ଭାରତର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୪ ଅକ୍ଟୋବର, ୨୦୨୬: ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୦ ଅକ୍ଟୋବର, ୨୦୨୬: ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୧୭ ଅକ୍ଟୋବର, ୨୦୨୬: ମହାସପ୍ତମୀ ପର୍ବ ପାଳନ ପାଇଁ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୮ ଅକ୍ଟୋବର, ୨୦୨୬: ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୯ ଅକ୍ଟୋବର, ୨୦୨୬: ତ୍ରିପୁରା, ମିଜୋରାମ, ଓଡ଼ିଶା, ତାମିଲନାଡୁ, ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ମେଘାଳୟରେ ଦଶହରା (ମହାଷ୍ଟମୀ) / ମହା ନବମୀ / ଆୟୁଥ ପୂଜା / ଦୁର୍ଗା ପୂଜା/ ବିଜୟାଦଶମୀ/ଦୁର୍ଗାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

- ଅନଲାଇନ୍ ବ୍ୟାଙ୍କିଂ ଜାରି ରହିବ
- ବ୍ୟାଙ୍କ ଛୁଟିର ପୂରା ତାଲିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅକ୍ଟୋବର ସୁଦ୍ଧା ମିଳିବ ୫ ମାସର ବକେୟା ଭତ୍ତା; କାହାକୁ କେତେ ମିଳିବ?
୨୦ ଅକ୍ଟୋବର , ୨୦୨୬: ମଣିପୁର ଏବଂ ସିକ୍କିମ ବ୍ୟତୀତ ସମସ୍ତ ରାଜ୍ୟରେ ଦଶହରା / ମହା ନବମୀ, ଆୟୁଧ ପୂଜା / ଦୁର୍ଗା ପୂଜା ପାଳନ କରିବାକୁ ବ୍ୟାଙ୍କ ବନ୍ଦ ରହିବ ।
୨୧ ଅକ୍ଟୋବର, ୨୦୨୬: ବିଜୟାଦଶମୀ / ଦୁର୍ଗା ପୂଜା ପାଳନ କରିବା ପାଇଁ ତ୍ରିପୁରା, କର୍ଣ୍ଣାଟକ, ସିକ୍କିମ୍, ଆସାମ, କେରଳ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
୨୨ ଅକ୍ଟୋବର, ୨୦୨୬: ସିକ୍କିମରେ ଦୁର୍ଗା ପୂଜା ପାଳନ କରିବା ପାଇଁ ବ୍ୟାଙ୍କଗୁଡିକ ଏହି ଦିନ ବନ୍ଦ ରହିବ।
୨୩ ଅକ୍ଟୋବର, ୨୦୨୬: ସିକ୍କିମରେ ଦୁର୍ଗା ପୂଜା ପାଳନ ପାଇଁ ୨୩ ଅକ୍ଟୋବର, ୨୦୨୬ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୪ ଅକ୍ଟୋବର, ୨୦୨୬ : ମାସର ଚତୁର୍ଥ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୫ ଅକ୍ଟୋବର, ୨୦୨୬: ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୬ ଅକ୍ଟୋବର, ୨୦୨୬: ତ୍ରିପୁରା, ଚଣ୍ଡିଗଡ଼, ଜମ୍ମୁ ଏବଂ ଶ୍ରୀନଗର ଏବଂ ହିମାଚଳ ପ୍ରଦେଶରେ ଲକ୍ଷ୍ମୀ ପୂଜା/ଆକ୍ସନ ଡେ'/ମହର୍ଷି ବାଲ୍ମୀକି ଜୟନ୍ତୀ ପାଳନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୯ ଅକ୍ଟୋବର, ୨୦୨୬: ହିମାଚଳ ପ୍ରଦେଶରେ କରୱା ଚୌଥ ପାଳନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୩୧ ଅକ୍ଟୋବର, ୨୦୨୬: ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

Related Topics
Explore more stories