UPI New Rule / ₹୨୦୦୦ରୁ ଅଧିକ UPI ପେମେଣ୍ଟ ଉପରେ MDR; କେଉଁଠି ବିନିଯୋଗ ହେବ ଆଦାୟ ଅର୍ଥ ?
·1 hour ago·2 min read

Key Points
୨ ହଜାର ଟଙ୍କାରୁ କମ୍ ୟୁପିଆଇ ଦେଣନେଣକୁ MDR ବାହାରେ ରଖାଯାଇଛି । ଏହାଠୁ ଅଧିକ ଅର୍ଥ ରାଶି ୟୁପିଆଇରେ ଦେଲେ ପର୍ସନ ଟୁ ମର୍ଚ୍ଚାଣ୍ଟ (P2M) ୦.୪ ପ୍ରତିଶତ MDR ଲାଗୁ ହେବ ।
ନୂଆଦିଲ୍ଲୀ: ୟୁପିଆଇ (UPI) ପେମେଣ୍ଟରେ ନୂଆ ମର୍ଚ୍ଚାଣ୍ଟ ଡିସକାଉଣ୍ଟ (MDR) ଫ୍ରେମୱର୍କର 'A to Z' ତଥ୍ୟ ସରକାର ଦେଇଛନ୍ତି । ୨ ହଜାର ଟଙ୍କାରୁ କମ୍ ୟୁପିଆଇ ଦେଣନେଣକୁ MDR ବାହାରେ ରଖାଯାଇଛି । ଏହାଠୁ ଅଧିକ ଅର୍ଥ ରାଶି ୟୁପିଆଇରେ ଦେଲେ ପର୍ସନ ଟୁ ମର୍ଚ୍ଚାଣ୍ଟ (P2M) ୦.୪ ପ୍ରତିଶତ MDR ଲାଗୁ ହେବ ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ୨ ହଜାର ଟଙ୍କାରୁ ଅଧିକ ବ୍ୟବସାୟିକ ଦେଣନେଣରେ ୫ ଟଙ୍କାରୁ ନେଇ ୩୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲଗାଯିବ । ଏଥିସହ ସରକାର କହିଛନ୍ତି MDR ଜରିଆରେ ମିଳିବାକୁ ଥିବା ଅର୍ଥ କେଉଁଠି ଓ କେମିତି ବ୍ୟବହାର କରାଯିବ ।
ଏଥିସହ ପଢ଼ନ୍ତୁ: ୨ ହଜାରରୁ ଅଧିକ UPI ପେମେଣ୍ଟରେ MDR, ଜାଣନ୍ତୁ କାହାକୁ ଦେବାକୁ ପଡ଼ିବ
ଅକ୍ଟୋବର ୧୫ରୁ MDR

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ସରକାର ପେମେଣ୍ଟ ଏଣ୍ଡ୍ ସେଟଲମେଣ୍ଟ ସିଷ୍ଟମ (PSS) ଆକ୍ଟ-୨୦୦୭ରେ ସଂଶୋଧନ ଆଣିଛନ୍ତି । ୧୪ ସେପ୍ଟେମ୍ବରରେ ଫ୍ରେମୱାର୍କ ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି । NPCI ଏହାକୁ ନେଇ ସର୍କୁଲାର୍ ଜାରି କରିଛି ।
ଯେଉଁଥିରେ କାହା ଉପରେ MDR ଲାଗୁ କରାଯିବ ଏବଂ କାହାକୁ ଏଥିରୁ ମୁକ୍ତ କରାଯିବ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ନୂଆ ବ୍ୟବସ୍ଥା ଅର୍ଥାତ୍ MDR ଆସନ୍ତା ମାସ ୧୫ ତାରିଖରୁ ଲାଗୁ ହେବ ।
ସର୍କୁଲାର୍ ଅନୁସାରେ, UPI ଦେଣନେଣରେ ଗୋଟିଏ ସମାନ MDR ଲାଗୁ ହେବ ନାହିଁ । ବରଂ ଅର୍ଥ ରାଶି ଅନୁଯାୟୀ MDR ନିର୍ଦ୍ଧାରଣ କରାଯାଇଛି । ୨ ହଜାର ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
କେଉଁଠି ବ୍ୟବହାର ହେବ MDR ଅର୍ଥ ?
ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟଙ୍କୁ କରାଯାଇଥିବା ପେମେଣ୍ଟରେ ଶୁଳ୍କ ଲାଗିବ । ମୋଟ MDRର ମୋଟ ଅଂଶର ୫ ପ୍ରତିଶତ ସମର୍ପିତ ଡେଭଲପମେଣ୍ଟ ଫଣ୍ଡକୁ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ UPI ଇକୋସିଷ୍ଟମକୁ କେବଳ ସରକାରୀ ସବସିଡି ଉପରେ ନିର୍ଭର ନ ରଖି ଆତ୍ମନିର୍ଭର କରିବାରେ ସକ୍ଷମ ହେବ ।
ଏଥିସହ ପଢ଼ନ୍ତୁ: UPI ନୂଆ ନିୟମ: ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନରେ ଲାଗିବ MDR, ସାଧାରଣ ଲୋକଙ୍କ ପାଇଁ ପୂରା ମାଗଣା

ଏହାର ପ୍ରମୁଖ ଉଦ୍ଦେଶ୍ୟ ଦେଶର ଛୋଟ ଛୋଟ ସହର ସହ ଗ୍ରାମାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ଭିତ୍ତିଭୂମିକୁ ମଜଭୁତ୍ କରିବା । ଏହା ଜରିଆରେ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟେ UPIର ଗ୍ରହଣୀୟତା ଓ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ବଢ଼ିବ । ଏଥିସହ ବ୍ୟାଙ୍କିଂ ଓ ଫିନଟେକ୍ ଇଣ୍ଡଷ୍ଟ୍ରିର ସୁରକ୍ଷା ବ୍ୟବସ୍ଥା, ସର୍ଭର କାପାସିଟି ଓ ସାଇବର ଫ୍ରଡ୍ ରୋକିବା ସମ୍ବନ୍ଧିତ ଭିତ୍ତିଭୂମିକୁ ଆର୍ଥିକ ମଜଭୁତ୍ ମିଳିବ ।
Related Topics
Explore more stories