AAP Leader Killed / ଆପ୍ ନେତା ଲକ୍କି ଓବେରୋଇଙ୍କୁ ହତ୍ୟା; ଗୁରୁଦ୍ଵାର ସମ୍ମୁଖରେ ୫ ରାଉଣ୍ଡ ଫାୟାରିଂ
·5 months ago·2 min read

Key Points
ଗାଡ଼ି ପାର୍କିଂ କରୁଥିବା ବେଳେ ବାଇକ୍ରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ପଞ୍ଜାବର ଜଳନ୍ଧରରେ ଶୁକ୍ରବାର ଆମ ଆଦମୀ ପାର୍ଟିର ନେତା ଲକ୍କି ଓବେରୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ନୂଆଦିଲ୍ଲୀ: ଗୁରୁଦ୍ଵାର ସମ୍ମୁଖରେ ଆପ୍ ନେତାଙ୍କୁ ହତ୍ୟା । ଗାଡ଼ି ପାର୍କିଂ କରୁଥିବା ବେଳେ ବାଇକ୍ରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ପଞ୍ଜାବର ଜଳନ୍ଧରରେ ଶୁକ୍ରବାର ଆମ ଆଦମୀ ପାର୍ଟିର ନେତା ଲକ୍କି ଓବେରୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ପୋଲିସ ଅନୁସାରେ, ଆପ୍ ନେତା ଲକ୍କି ଓବେରୋଇଙ୍କୁ ମଡେଲ୍ ଚାଉନ୍ ଗୁରୁଦ୍ଵାର ସାହିବ ବାହାରେ ଗୁଳିମାଡ଼ ହୋଇଛି । ଗୋଟିଏ ପରେ ଗୋଟିଏ ଗୁଳି ଲକ୍କିଙ୍କ ଉପରକୁ ମାଡ଼ି କରିଛନ୍ତି ବାଇକ୍ରେ ଆସିଥିବା ଦୁର୍ବୃତ୍ତ ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ଦ୍ଵିତୀୟ ଏନ୍କାଉଣ୍ଟର; ୯୦ ମାମଲାର ୱାଣ୍ଟେଡ ଦୁର୍ଦ୍ଦାନ୍ତ ଅନସାରୀକୁ ଗୁଳି
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିଏ ଓ କାହିଁକି ଲକ୍କି ଓବେରୋଇଙ୍କୁ ଗୁଳିମାଡ଼ କଲା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ପ୍ରାଥମିକ ସୂଚନା ଅନୁସାରେ, ଲକ୍କି ଓବେରୋଇ ତାଙ୍କ ଥର୍କୁ ଗୁରୁଦ୍ଵାର ବାହାରେ ପାର୍କିଂ କରୁଥିଲେ । ସେହି ସମୟରେ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳିମାଡ଼ କରିଛନ୍ତି । ଲକ୍କି ଓବେରୋଇଙ୍କ ଶରୀରରେ ୫ଟି ଗୁଳି ବାଜିଛି ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗ ଝିଅକୁ ୬ ମାସ ଧରି ବାପା କରୁଥିଲା ଦୁଷ୍କର୍ମ ! ମୁଖା ଖୋଲିଦେଲା DNA ଟେଷ୍ଟ
ଗୁଳିମାଡ଼ ପରେ ରକ୍ତାକ୍ତ ଅବସ୍ଥାରେ ଲକ୍କି ଓବେରୋଇଙ୍କୁ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଆପ୍ ନେତା ଲକ୍କି ଓବେରୋଇଙ୍କୁ ମୃତ ଘୋଷଣା କରିଛନ୍ତି ।
ସକାଳୁ ସକାଳୁ ଆପ୍ ନେତାଙ୍କୁ ଗୁଳିମାଡ଼ ଖବର ପରେ ପୋଲିସ ଛାନଭିନ୍ କରିଛି । ସହରର ପ୍ରବେଶ ଓ ପ୍ରସ୍ଥାନକୁ ସିଲ୍ କରି ଛାନଭିନ୍ କରୁଛି ପୋଲିସ । ସୂଚନା ଯୋଗ୍ୟ, ଲକ୍କି ଓବେରୋଇ ଆପ୍ ପକ୍ଷରୁ ମହାନଗର ନିଗମ ନିର୍ବାଚନ ଲଢ଼ି ହାରିଥିଲେ ।

VIDEO | Punjab: Aam Aadmi Party (AAP) leader Lucky Oberoi was shot dead outside a Gurdwara in Model Town, Jalandhar; probe underway. Visuals from the spot.
— Press Trust of India (@PTI_News) February 6, 2026
(Full video available on PTI Videos - https://t.co/n147TvrpG7)#Punjab #Jalandhar pic.twitter.com/laqDgjTU90
ପ୍ରାଥମିକ ସୂଚନା ଅନୁସାରେ, ଲକ୍କି ଓବେରୋଇ ତାଙ୍କ ଥର୍କୁ ଗୁରୁଦ୍ଵାର ବାହାରେ ପାର୍କିଂ କରୁଥିଲେ । ସେହି ସମୟରେ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳିମାଡ଼ କରିଛନ୍ତି । ଲକ୍କି ଓବେରୋଇଙ୍କ ଶରୀରରେ ୫ଟି ଗୁଳି ବାଜିଛି ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗ ଝିଅକୁ ୬ ମାସ ଧରି ବାପା କରୁଥିଲା ଦୁଷ୍କର୍ମ ! ମୁଖା ଖୋଲିଦେଲା DNA ଟେଷ୍ଟ
ଗୁଳିମାଡ଼ ପରେ ରକ୍ତାକ୍ତ ଅବସ୍ଥାରେ ଲକ୍କି ଓବେରୋଇଙ୍କୁ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଆପ୍ ନେତା ଲକ୍କି ଓବେରୋଇଙ୍କୁ ମୃତ ଘୋଷଣା କରିଛନ୍ତି ।
ସକାଳୁ ସକାଳୁ ଆପ୍ ନେତାଙ୍କୁ ଗୁଳିମାଡ଼ ଖବର ପରେ ପୋଲିସ ଛାନଭିନ୍ କରିଛି । ସହରର ପ୍ରବେଶ ଓ ପ୍ରସ୍ଥାନକୁ ସିଲ୍ କରି ଛାନଭିନ୍ କରୁଛି ପୋଲିସ । ସୂଚନା ଯୋଗ୍ୟ, ଲକ୍କି ଓବେରୋଇ ଆପ୍ ପକ୍ଷରୁ ମହାନଗର ନିଗମ ନିର୍ବାଚନ ଲଢ଼ି ହାରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories