Asish Banerjee Death / ମମତାଙ୍କ ଘନିଷ୍ଠ ଆଶିଷ ବାନାର୍ଜୀ କିଏ ? TMC ଅଫିସରେ ଝୁଲନ୍ତା ମୃତଦେହ ଠାବ, ସୁଇସାଇଡ୍ ନୋଟରେ ଏମିତି ଲେଖିଲେ...
·2 weeks ago·3 min read

Key Points
ଟିଏମସି ଅଫିସରେ ମିଳିଲା ଆଶିଷ ବାନାର୍ଜୀଙ୍କ ମୃତଦେହ
ପଶ୍ଚିମବଙ୍ଗର ପୂର୍ବତନ ସିଏମ ମମତାଙ୍କ ଥିଲେ ଘନିଷ୍ଠ
ସୁଇସାଇଡ୍ ନୋଟ୍ରେ ଲେଖିଲେ ନିଜ ଅନ୍ତରର କଥା
ପଶ୍ଚିମବଙ୍ଗର ପୂର୍ବତନ ସିଏମ ମମତାଙ୍କ ଥିଲେ ଘନିଷ୍ଠ
ସୁଇସାଇଡ୍ ନୋଟ୍ରେ ଲେଖିଲେ ନିଜ ଅନ୍ତରର କଥା
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଘନିଷ୍ଠ ଆଶିଷ ବାନାର୍ଜୀଙ୍କ ଚରମ ନିଷ୍ପତ୍ତି । ରବିବାର ବୀରଭୂମିର ରାମପୁରହାଟ ସ୍ଥିତ ନିଜ ବାସଭବନ ପାଖରେ ଥିବା ଟିଏମସି ପାର୍ଟି କାର୍ଯ୍ୟାଳୟରେ ମିଳିଲା ତାଙ୍କର ଝୁଲନ୍ତା ମୃତଦେହ । ପୋଲିସର ସୂଚନା ଅନୁଯାୟୀ, ମୃତଦେହ ଫାଶୀରେ ଝୁଲୁଥିବାବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ଆଶିଷ ବାନାର୍ଜୀ ତାଙ୍କ ସୁଇସାଇଡ୍ ନୋଟରେ ଦାବି କରିଛନ୍ତି ଯେ ସେ କେବେ ଦୁର୍ନୀତିରେ ଜଡ଼ିତ ନଥିଲେ । ସେ କେବେ କୌଣସି କାମ ପାଇଁ ଟଙ୍କା ଗ୍ରହଣ କରିନଥିଲେ । ସେ ଏହା ମଧ୍ୟ ଲେଖିଛନ୍ତି ଯେ ସେ ସବୁବେଳେ ଦଳ ଭିତରେ ହେଉଥିବା ଭୁଲକୁ ଗ୍ରହଣ କରିପାରିବେ ନାହିଁ, କିନ୍ତୁ ସେ ସେଗୁଡ଼ିକୁ ବିରୋଧ କରିପାରିବେ ନାହିଁ । ରାଜନୀତିକୁ ଆସି ସେ ବଡ଼ ଭୁଲ୍ କରିଦେଇଛନ୍ତି ବୋଲି ମଧ୍ୟ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି ।

- କେଉଁଠାରୁ ୫ ଥର ବିଧାୟକ ଆଶିଷ ବାନାର୍ଜୀ ?
- କେମିତି ଥିଲା ରାଜନୈତିକ ଯାତ୍ରା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୨୦୨୬ରେ ନିର୍ବାଚନରେ ହାରିଥିଲେ
ପଢନ୍ତୁ ଏହି ଖବର: ଘରକୁ ଛୁଟିରେ ଆସିଥିଲେ ଯବାନ, ସ୍ତ୍ରୀକୁ ପିଟିପିଟି ମାରିଦେଲେ...କଣ ଏମିତି ଘଟିଲା
- ପୋଲିସ ଏହି ଘଟଣାର ତଦନ୍ତ କରୁଛି
ବି.ଦ୍ର: (ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି। ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।)
Related Topics
Explore more stories