Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍

Crime

Balianta Case / ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago
ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍
Balianta Case

Key Points

ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣା
୪ ପୋଲିସ ଅଧିକାରୀ ସସପେଣ୍ଡ୍
ଭୁବନେଶ୍ଵର ବାଲିଅନ୍ତାରେ ସୌମ୍ୟଙ୍କୁ ପିଟିପିଟି ମାରିବା ଘଟଣା । ୪ ପୋଲିସ ଅଧିକାରୀ (SI, ASI, କନଷ୍ଟେବଳଙ୍କ ସହ OAPF ଯବାନ )ଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଘଟଣାରେ ୪ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ସେପଟେ ବାଲିଅନ୍ତା ଥାନାଧିକାରୀ ଅନିଲ ପରିଡ଼ାଙ୍କୁ UPD, ଭୁବନେଶ୍ଵରକୁ ମୁଖ୍ୟାଳୟକୁ ବଦଳି । ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନାକୁ ବଦଳି ଅର୍ଥାତ ବାଲିଅନ୍ତା ଥାନାର ନୂଆ ଆଇଆଇସି ହେଉଛନ୍ତି ରଶ୍ମିତା ବେହେରା । ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା । ୨ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସୌମ୍ୟଙ୍କୁ ଲୋକମାନେ ପିଟି ପିଟି ହତ୍ୟା କରିଥିଲେ । ଘଟଣାରେ ଏବେସୁଦ୍ଧା ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଭିଡ଼ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balianta Soumya Murder Case: Four Police Officers Suspended Over Investigation Lapses | Argus News