Tuition Teacher Assault / ଗୁରୁ ନାଁରେ କଳଙ୍କ; ଟ୍ୟୁସନ ବାହାନାରେ ହୋଟେଲରେ ରଖି ଛାତ୍ରଙ୍କୁ ଯୌନ ନିର୍ଯାତନା
·2 hours ago·2 min read

Key Points
ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଲା ଶିକ୍ଷକ
ଟ୍ୟୁସନ ପଠାଇବାକୁ ନେଇ ହୀନ କାମ
ଥାନାର ଦ୍ଵାରସ୍ଥ ହେଲେ ପରିବାର ଲୋକେ
ଟ୍ୟୁସନ ପଠାଇବାକୁ ନେଇ ହୀନ କାମ
ଥାନାର ଦ୍ଵାରସ୍ଥ ହେଲେ ପରିବାର ଲୋକେ
ବରଗଡ଼: ଭଲ ପାଠ ପଢିବା ପାଇଁ ଅଭିଭାବକ ପିଲାକୁ ଟ୍ୟୁସନ ପଢାନ୍ତି । ସ୍କୁଲ ପରେ ଟ୍ୟୁସନରେ ଶିକ୍ଷକଙ୍କ ପାଖରେ ପଢନ୍ତି ପିଲା । ଏଇଠି ହିଁ ବିନା ସଙ୍କୋଚରେ ନିଜର ଡାଉଟ୍ କ୍ଲିଅର କରନ୍ତି । ହେଲେ ଏଠି ଟ୍ୟୁସନ ଶିକ୍ଷକ ଯାହା କରିଛନ୍ତି, ତାକୁ ନେଇ ଏବେ ଅଭିଭାବକ ଚିନ୍ତାରେ ପଢିଛନ୍ତି । ପାଠ ପଢାଇବା ବାହାନାରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଯୌନ ନିର୍ଯାତନା ଦେଇଛନ୍ତି ଶିକ୍ଷକ । ଗୁରୁ ଶିଷ୍ୟ କଳଙ୍କରେ ଲଗାଇଛନ୍ତି ଦାଗ । ଟ୍ୟୁସନ ପଠାଇବା ବାହାନାରେ ଛାତ୍ର ଜଣକୁ ହୋଟେଲକୁ ନେଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ବରଗଡ ବରଡୋଲରୁ ଆସିଛି ଏପରି ଅଭିଯୋଗ । ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବରଡୋଲରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ଆସିଛି । ଏହାପରେ ଏବେ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ପଢନ୍ତୁ ଏହି ଖବର: ଶିକ୍ଷକଙ୍କ ଏ କି ନିର୍ମମତା ! କୁନି ଛାତ୍ରର ଆଖିକୁ ବିଧା ମାରିଲେ...

- କଣ ପୂରା ଘଟଣା ?
ପଢନ୍ତୁ ଏହି ଖବର: ଶିକ୍ଷକଙ୍କ ଏ କି ନିର୍ମମତା ! କୁନି ଛାତ୍ରର ଆଖିକୁ ବିଧା ମାରିଲେ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେମିତି ମୁକୁଳିଥିଲେ ଛାତ୍ର ?
Related Topics
Explore more stories