Cuttack Firing / କଟକରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ
·4 months ago

Key Points
ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ
ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ
ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର
ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ
ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର
ପୁଣି ଅଶାନ୍ତ ହେଲା ସିଲଭର ସିଟି କଟକ । କଟକରେ ଫୁଟିଲା ଗୁଳି । ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଗୁଳିମାଡ଼ ହୋଇଛି । ଭୋଜି ଚାଲିଥିଲା ବେଳେ ଜଣେ ଯୁବକଙ୍କୁ ଫାୟାରିଂ କରାଯାଇଛି । ଯୁବକ ଜଣଙ୍କର ଛାତିରେ ଗୁଳି ବାଜି ଥିବା ସୂଚନା ମିଳିଛି । ତେବେ ଗୁରୁତର ଅବସ୍ଥାରେ ଯୁବକଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । କିଏ ଓ କାହିଁକି ଗୁଳିମାଡ଼ କରିଛି ସେନେଇ ଏବେ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories