Engineer Kills Wife / ୱେବ୍ ସିରିଜ୍ ଦେଖି ହତ୍ୟା ଷଡ଼ଯନ୍ତ୍ର, ସ୍ତ୍ରୀକୁ ମାରି ଫେରାର୍ ଇଞ୍ଜିନିୟର ସ୍ଵାମୀ; ପୁଅ ଦେଖିଲା ଭୟଙ୍କର ଦୃଶ୍ୟ
·2 weeks ago·4 min read

Key Points
IT ଇଞ୍ଜିନିୟରଙ୍କ କଳା କାରନାମା
ୱେବ୍ ସିରିଜ୍ ଦେଖି ସ୍ତ୍ରୀକୁ ମାରିଲେ
ତା'ପରେ ଟଙ୍କା ନେଇ ଫେରାର୍
ହତ୍ୟା କରିବାର ପ୍ରକୃତ କାରଣ କଣ
ୱେବ୍ ସିରିଜ୍ ଦେଖି ସ୍ତ୍ରୀକୁ ମାରିଲେ
ତା'ପରେ ଟଙ୍କା ନେଇ ଫେରାର୍
ହତ୍ୟା କରିବାର ପ୍ରକୃତ କାରଣ କଣ
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଗଗନ ବିହାରରେ ଘଟିଥିବା ହତ୍ୟାକାଣ୍ଡ ଏବେ ଚାରିଆଡ଼େ ଚହଳ ପକାଇଛି । କ୍ରାଇମ୍ ୱେବ୍ ସିରିଜ୍ ଦେଖି ସ୍ଵାମୀ ପାଲଟିଯାଇଛି ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲରେ ନିଜ ସ୍ତ୍ରୀକୁ ହତ୍ୟା କରିଛି, ଆଉ ଟଙ୍କା ଧରି ନେପାଳ ଚାଲିଯିବାକୁ ପୂରା ପ୍ଲାନ କରିଥିଲେ । ହେଲେ ଦିଲ୍ଲୀ ପୋଲିସ ତାଙ୍କୁ ଚାରି ଦିନ ପରେ ମଥୁରା ରେଳ ଷ୍ଟେସନ ନିକଟରୁ ଗିରଫ କରିଛି । ୬୨ ବର୍ଷୀୟ ଆଇଟି ଇଞ୍ଜିନିୟର କମଲ ସିଂହ ତାଙ୍କ ପତ୍ନୀ କୋମଲ ସିଂହଙ୍କୁ କାହିଁକି ହତ୍ୟା କଲେ ତାକୁ ନେଇ ବିଶେଷ ଆଲୋଚନା ହେଉଛି ।

- ସମ୍ପର୍କ ଭାଙ୍ଗିଥିଲା, ତଥାପି ଗୋଟିଏ ଛାତ ତଳେ ରହୁଥିଲେ
- ସମ୍ପତ୍ତିକୁ ନେଇ ବି ହେଉଥିଲା ଝଗଡ଼ା
- ୱେବ୍ ସିରିଜ୍ ଦେଖିବା ପରେ ଷଡ଼ଯନ୍ତ୍ର
- ୧୦ ମିନିଟ୍ରେ ହତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ହତ୍ୟା ପରେ ଫେରାର ଯୋଜନା
- ପୁଅ କବାଟ ଖୋଲି ଦେଖିଥିଲା ଭୟଙ୍କର ଦୃଶ୍ୟ
- ମଥୁରାରେ ଧରାପଡ଼ିଲା ହତ୍ୟାକାରୀ ସ୍ଵାମୀ
- ଏପର୍ଯ୍ୟନ୍ତ ମିଳିନାହିଁ ହତ୍ୟା ଅସ୍ତ୍ର
Related Topics
Explore more stories