Fake Robbery Drama / ବୀମା ଟଙ୍କା ପାଇଁ ଲୁଟ୍ ନାଟକ, ୨ ମାଲିକଙ୍କ ସହ ୧୩ ଗିରଫ
·5 months ago·2 min read

Key Points
ବୀମା ଟଙ୍କା ପାଇଁ ଲୁଟ୍ ନାଟକ
୨ ମାଲିକ ଓ ମିଛ ନାଟକରେ ସାମିଲ୍ ୧୧ ଲୁଟେରା ଗିରଫ
୧୮ ଲକ୍ଷର ବୀମା ଟଙ୍କା ପାଇବାକୁ ମିଛ ନାଟକ କରିଥିଲେ

ବୀମା ପାଇଁ ଲୁଟ୍ ନାଟକ I ୨ ମାଲିକ ଓ ମିଛ ନାଟକରେ ସାମିଲ୍ ୧୧ ଲୁଟେରା ଗିରଫ । ଗତକାଲି ବିଳମ୍ବିତ ରାତିରେ ଏକ ଢାବାରେ ବସି ଲୁଟପାଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ I ହେଲେ ଲୁଟ୍ କରିବା ପୂର୍ବରୁ ପୋଲିସ୍ ହାବୁଡ଼ରେ ପଡ଼ିଗଲେ । ପୋଲିସକୁ ଚକମା ଦେଇ ପଳାଉଥିବା ବେଳେ ୧୩ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ପୋଲିସ I ଏହି ଅଭିଯୁକ୍ତ ମାନେ ଏକ ପ୍ଲାଏଉଡ୍ ଦୋକାନରେ ଲୁଟ ପାଇଁ ପ୍ଲାନ କରୁଥିଲେ I
ଇନସ୍ୟୁରାନ୍ସ ପାଇଁ ନିଜେ ଦୋକାନରୁ ନିଜେ ଚୋରି କରି ଆଉ ଜଣେ ମାଲିକର ଦୋକାନରେ ରଖିଥାନ୍ତା I ଦୁଇ ଜଣ ମାଲିକ ମିଶି ଏଭଳି ଏକ ମାଷ୍ଟରପ୍ଲାନ୍ କରିଥିଲେ । ବଲିଉଡ୍ ଫିଲ୍ମ ଅଜନବିକୁ ୟୁଟ୍ୟୁବରେ ଦେଖି ମାଲିକ ଏଭଳି ପ୍ଲାନ୍ ବନାଇଥିଲା ପ୍ଲାନ । ୟୁଟ୍ୟୁବ୍ରେ ଭିଡିଓ ଦେଖି ଇନସ୍ୟୁରାନ୍ସ ଟଙ୍କା ଲୁଟ୍ ଷଡ଼ଯନ୍ତ୍ର ରଛିଥିଲେ ଦୁଇ ମାଲିକ ।
ଅଧିକ ପଢ଼ନ୍ତୁ: ଚାକିରି ପରେ ଅବସର ବେଳକୁ ସଞ୍ଚିଥିଲେ କୋଟିଏ, ଡିଜିଟାଲ ଆରେଷ୍ଟରେ ଟଙ୍କା ସହ ଚାଲିଗଲା ପ୍ରାଣ
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଢାବାରେ ବସି ଲୁଟ୍ ପାଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ କିଛି ଡକାୟତ I ଗୋଡ଼ାଇବାରୁ ପୋଲିସକୁ ଚକମା ଦେଇ ଖସିବା ବେଳେ, ୧୩ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା ପୋଲିସ I
ପୋଲିସ୍ ସମସ୍ତ ୧୩ ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ପାଖରୁ ୩ଟି ପିକଅପ୍ ଭ୍ୟାନ୍, ଆଇରନ୍ ରଡ୍, ଆଇରନ କଟର, ବୋଲେରୋ, ବୁଲେଟ, ଲୁଟରେ ବ୍ୟବହାର ହେବାକୁ ଥିବା ୮ଟି ମାସ୍କ, ଫେସ ଗାର୍ଡ, ଗ୍ଳୋବ୍ସ, ଆଇରନ ସ୍କ୍ରୁ ଡ୍ରାଇଭର, ଛୁରୀ, ମୋବାଇଲ ଓ ରୁମାଲ ମିଳିବା ପରେ ପୋଲିସ୍ର ସନ୍ଦେହ ବଢ଼ିଥିଲା । ତେବେ ଏହି ଲୁଟ୍ ୧୧ ଜଣଙ୍କୁ ବାଲେଶ୍ଵରରୁ ଭୁବନେଶ୍ବର ଅଣାଯାଇଥିଲା । ଅଭିଯୁକ୍ତଙ୍କ ଭିତରେ କିଛି କାମ କରୁଥିବା ଲୋକ ସହ ସମ୍ପର୍କ ରହିଛି I ତେବେ ଏହି ଲୁଟ୍ ପାଇଁ ପ୍ରଥମେ ଏକ ହଜାର ଟଙ୍କା ଆଡଭାନ୍ସ ଓ ଲୁଟ୍ ପରେ ବାକି ୫ ହଜାର ପାଇଥାନ୍ତେ ବୋଲି ଡିଲ୍ ହୋଇଥିଲା । କିନ୍ତୁ ଏହି ଲୁଟ୍କୁ ସଫଳ କରିବା ପୂର୍ବରୁ ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ତମାଣ୍ଡୋ ଥାନା ପୋଲିସ୍ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ପୋଲିସ ଗୁଳିରେ ଶିଶୁଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟାଙ୍କ ମୃତ୍ୟୁ
ପୋଲିସ୍ ସମସ୍ତ ୧୩ ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ପାଖରୁ ୩ଟି ପିକଅପ୍ ଭ୍ୟାନ୍, ଆଇରନ୍ ରଡ୍, ଆଇରନ କଟର, ବୋଲେରୋ, ବୁଲେଟ, ଲୁଟରେ ବ୍ୟବହାର ହେବାକୁ ଥିବା ୮ଟି ମାସ୍କ, ଫେସ ଗାର୍ଡ, ଗ୍ଳୋବ୍ସ, ଆଇରନ ସ୍କ୍ରୁ ଡ୍ରାଇଭର, ଛୁରୀ, ମୋବାଇଲ ଓ ରୁମାଲ ମିଳିବା ପରେ ପୋଲିସ୍ର ସନ୍ଦେହ ବଢ଼ିଥିଲା । ତେବେ ଏହି ଲୁଟ୍ ୧୧ ଜଣଙ୍କୁ ବାଲେଶ୍ଵରରୁ ଭୁବନେଶ୍ବର ଅଣାଯାଇଥିଲା । ଅଭିଯୁକ୍ତଙ୍କ ଭିତରେ କିଛି କାମ କରୁଥିବା ଲୋକ ସହ ସମ୍ପର୍କ ରହିଛି I ତେବେ ଏହି ଲୁଟ୍ ପାଇଁ ପ୍ରଥମେ ଏକ ହଜାର ଟଙ୍କା ଆଡଭାନ୍ସ ଓ ଲୁଟ୍ ପରେ ବାକି ୫ ହଜାର ପାଇଥାନ୍ତେ ବୋଲି ଡିଲ୍ ହୋଇଥିଲା । କିନ୍ତୁ ଏହି ଲୁଟ୍କୁ ସଫଳ କରିବା ପୂର୍ବରୁ ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ତମାଣ୍ଡୋ ଥାନା ପୋଲିସ୍ ଗିରଫ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories