Dhauli gang rape case / ଧଉଳି ଗଣଦୁଷ୍କର୍ମ ମାମଲାର ଚତୁର୍ଥ ଅଭିଯୁକ୍ତ ଗିରଫ
·8 months ago·2 min read

Key Points
ଧଉଳି ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ
ଗିରଫ ଯୁବକ ହେଉଛନ୍ତି ସାଗର ଜେନା
ସାଗରକୁ ବଡଗଡ ଅଞ୍ଚଳରୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଏହି ଘଟଣାରେ ସାଗରକୁ ମିଶାଇ 4 ଗିରଫ

ଧଉଳି ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ। ଗିରଫ ଯୁବକ ହେଉଛନ୍ତି ସାଗର ଜେନା। ସାଗରକୁ ବଡଗଡ ଅଞ୍ଚଳରୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ। ଗତ 10 ତାରିଖରେ ଜଣେ ନାବାଳିକାକୁ ଧଉଳିରେ ଗଣ ଦୁଷ୍କର୍ମର ସାଂଘାତିକ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ସାଗରକୁ ମିଶାଇ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏବେବି ଏହି ମାମଲାରେ ଆଉଜଣେ ଅଭିଯୁକ୍ତ ଏବେବି ଫେରାର ଅଛି।
୧୦ ଡିସେମ୍ବର ସଂଧ୍ୟା ୦୬ଟାରେ ଧଉଳି ବୁଲିବା ପରେ ଏହି ରାସ୍ତାରେ ବାଇକରେ ନିଜ ପୁରୁଷ ବନ୍ଧୁ ସହ ଯାଉଥିଲେ ପିଡିତା । କିଛି ସମୟ ପାଇଁ ନିକାଞ୍ଚନ ରାସ୍ତାରେ ଅଟକି ଯାଇଥିଲେ। ଏତିକି ବେଳେ ପାଖରେ ପହଞ୍ଚିଥିଲେ ୩ ଯୌନ ପିପାସୁ । ସୁନା ଚେନ, ଟଙ୍କା ଛଡ଼ାଇଥିଲେ । ସବୁ ନେଇଯିବା ପରେ ବି ମନ ଭରିନଥିଲା। ନଈ କୂଳରେ ଥିବା ଏହି ଜଙ୍ଗଲ ଭିତରକୁ ନେଇ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକିରେ ସେମାନଙ୍କ ମନ ମାନି ନଥିଲା ନିଜ ମୋବାଇଲରୁ କରିଥିଲେ ଭିଡିଓ। ମୁହଁ ଫିଟାଇଲେ ପଥରରେ ଛେଚି ଦେବାକୁ ଧମକ ବି ଦେଇଥିଲେ । କୌଶଳ କ୍ରମେ ସେଠାରୁ ଫେରିବା ପରେ ଥାନାରେ ଏତଲା ଦେଇଥିଲେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ।
ଏହି ନାବାଳିକା ଗଣ ଦୁଷ୍କର୍ମ ଘଟଣାର ତଦନ୍ତକାରି ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ଠାରୁ ତଦନ୍ତ ଦାୟିତ୍ବ କାଢି ନିଆଯାଇଥିଲା। ଏଡିସିପି ଆରତୀ ଗିରିଙ୍କୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।
ପଢ଼ନ୍ତୁ ଏହି ଖବର: ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀଙ୍କୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏତଲା ଆଧାରରେ ସାଙ୍ଗେ ସାଙ୍ଗେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ। ପରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ରୁ ଗିରଫ କରିଥିଲା ପୋଲିସ। ଜୋକର ହାପି ନାଁରେ କମିସନରେଟ ପୋଲିସରେ ରହିଛି ମାଳମାଳ ମାମଲା | | 2024 ଫେବୃଆରୀ ରେ ଗାଁରେ ଗଣ୍ଡଗୋଳ ଓ ମାରପିଟ ସହ ପୋଲିସ କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା |
ଗିରଫ ଦାରି ଭୟରେ କୋର୍ଟ ରେ ଆତ୍ମସମର୍ପଣ କରିଥିଲା ହାପି | ପରେ ଜୁନ 2025ରେ ପୁରୀ ବାଇପାସ ରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ବୋତଲରେ ବାଡେଇ ଗିରଫ ହୋଇଥିଲା ହାପି | ଏହିଭଳି ଭାବେ ବଡଗଡ଼, ଧଉଳି ଥାନାରେ 20ରୁ ଅଧିକ ମାମଲା ଥିବା କଥା ତଦନ୍ତ ରୁ ଜାଣିବାକୁ ପାଇଛି କମିସନରେଟ ପୋଲିସ
ପର୍ଯ୍ୟଟନ ରୁତୁ ହୋଇଥିବାରୁ ଏହି ସବୁ ଅଂଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ରାତିରେ ପାଟ୍ରୋଲିଂକୁ ଅଧିକ କଡାକଡି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Related Topics
Explore more stories