BJP Leader Murder / ବିଜେପି ନେତାଙ୍କୁ ନିର୍ମମ ହତ୍ୟା, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀ ଭୁସି ମାରିଦେଲେ
·1 hour ago

Key Points
ସରପଞ୍ଚଙ୍କ ସ୍ବାମୀ ତଥା ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା
ବିଜେପି ନେତା ଫକୀର ରଣାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀ ଭୁସି ହତ୍ୟା
ହତ୍ୟା କରି ଫେରାର ହୋଇଗଲେ ଦୁର୍ବୁତ୍ତ
ବିଜେପି ନେତା ଫକୀର ରଣାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀ ଭୁସି ହତ୍ୟା
ହତ୍ୟା କରି ଫେରାର ହୋଇଗଲେ ଦୁର୍ବୁତ୍ତ
କଳାହାଣ୍ଡି ମଦନପୁର ରାମପୁର ଥାନା ଡମ କରଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ହତ୍ୟା । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା ଦୁବୃର୍ତ୍ତ । ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଗଲେ ଦୁର୍ବୁତ୍ତ । ମଦନପୁର ରାମପୁର ଡାକ୍ତର ଖାନାରେ ବିଜେପି ନେତା ଫକୀର ରଣାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories