Khan Sir Arrest / କେତେବେଳେ ବି ଗିରଫ ହୋଇପାରନ୍ତି ଖାନ୍ ସାର; ରାତିସାରା ପାଟନା ପୋଲିସର ଚଢାଉ
·2 hours ago·3 min read

Key Points
ମିଛ ଗୁଳିକାଣ୍ଡ ସତ FIR
ଫସିଗଲେ ଖାନ୍ ସାର୍
ଯେକୌଣସି ସମୟରେ ହୋଇପାରନ୍ତି ଗିରଫ
ଫସିଗଲେ ଖାନ୍ ସାର୍
ଯେକୌଣସି ସମୟରେ ହୋଇପାରନ୍ତି ଗିରଫ
ବଢ଼ିଚାଲିଛି ପ୍ରସିଦ୍ଧ ୟୁଟ୍ୟୁବ ଶିକ୍ଷକ ତଥା ଖାନ ଗ୍ଲୋବାଲ ଷ୍ଟଡିଜର ପ୍ରତିଷ୍ଠାତା ଖାନ ସାର ଓରଫ ଫୈସଲ ଖାନଙ୍କ ଅଡୁଆ । ୨ ଜୁନ ରାତିରେ ପାଟନା ସ୍ଥିତ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଓ ଗୁଳିକାଣ୍ଡ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି । ପୋଲିସ କାଉଣ୍ଟରରେ ଖାନ୍ ସାର୍ଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟ ଭଳି ସଙ୍ଗିନ ଦଫା ଲଗାଇଛି । ଗାର୍ଡଙ୍କ ବୟାନ ଆଧାରରେ ରୁଜୁ ହୋଇଛି ମାମଲା ।
ଗାର୍ଡଙ୍କ କହିବା କଥା, ଖାନ୍ ସାର୍ଙ୍କ ନିର୍ଦ୍ଦେଶ ପରେ ହିଁ ସେମାନେ ଗୁଳି ଚଳାଇଥିଲେ । ଯାହା ପରେ ଏବେ ଖାନ ସାର ଗିରଫ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଏହି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ପାଟଣା ପୋଲିସର ଟ୍ବିଟ୍ । ଯେଉଁଥିରେ ଘଟଣା ସମ୍ପର୍କରେ ସୂଚନା ଦିଆଯିବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ରହିଛି ।
ପଢନ୍ତୁ ଏହି ଖବର: କେତେ ସମ୍ପତ୍ତିର ମାଲିକ ଖାନ୍ ସାର ? ଦିନେ ବସ୍ ଭଡ଼ା ପାଇଁ ନଥିଲା ଟଙ୍କା, ଆଜି କୋଟିପତି

- ରାତି ସାରା ପୋଲିସର ଚଢାଉ
- ସୋମବାର କୋର୍ଟରେ ଆତ୍ମସମର୍ପଣ ଚର୍ଚ୍ଚା
- କଣ ପୂରା ଘଟଣା ?
#WATCH | Bihar: Heavy Police deployment outside Khan Sir's coaching centre in Patna. pic.twitter.com/B9sP4x5wLg
— ANI (@ANI) June 5, 2026
- ଖାନ୍ ସାରଙ୍କ କୋଚିଂ ସେଣ୍ଟର ଗାର୍ଡ ଗିରଫ
ପଢନ୍ତୁ ଏହି ଖବର: କେତେ ସମ୍ପତ୍ତିର ମାଲିକ ଖାନ୍ ସାର ? ଦିନେ ବସ୍ ଭଡ଼ା ପାଇଁ ନଥିଲା ଟଙ୍କା, ଆଜି କୋଟିପତି
- କଥା ବଦଳାଇବା ପରେ ବିବାଦରେ ଖାନ୍ ସାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories