Man Bites Goat / ଏବେବି ଚାଲିଛି ବଳି ପ୍ରଥା, ଛେଳିକୁ ଜିଅନ୍ତ ଚୋବାଇ ଚୋବାଇ...
·7 months ago·2 min read

Key Points
ଭୁଲିଗଲେ ମଣିଷ ପଣିଆ
ଛେଳିକୁ ଜିଅନ୍ତା ଦାନ୍ତରେ କାମୁଡ଼ି କାମୁଡ଼ି ମାରିଦେଲେ

ମଣିଷ ପଣିଆ ଭୁଲିଗଲେ। ଇଏ କେମିତିକି ମଣିଷ। ୫୦ ଟି ଛେଳିକୁ ଜିଅନ୍ତା ଚୋବାଇଗଲା ନୃଶଂସ ମଣିଷ। ଆଉ ଭୁଲିଗଲା ସବୁ ସୀମା। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ। ପଶୁପ୍ରେମୀ ଏବଂ ଅଭିଯୋଗକାରୀ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଧାର୍ମିକ ନାମରେ ଏଭଳି ପଶୁ କ୍ରୂରତା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ତେଲଙ୍ଗାନା ସହିତ ସାରା ଦେଶରେ ମନ୍ଦିର କିମ୍ବା ସାର୍ବଜନୀନ ଧାର୍ମିକ ସ୍ଥାନରେ ପଶୁ ବଳି ଦେବା ଆଇନତଃ ନିଷିଦ୍ଧ ଥିବା ସତ୍ତ୍ୱେ ଏପରି ଘଟଣା ଘଟୁଥିବା ଗଭୀର ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ତେବେ ପ୍ରକୃତ ଘଟଣାକ୍ରମ କଣ ରହିଛି, କାହିଁକି ଏପରି କରାଯାଉଥିଲା ଆସନ୍ତୁ ଜାଣିବା।
ଅନୁଷ୍ଠିତ ଏକ ଧାର୍ମିକ ଯାତ୍ରା ସମୟରେ ଘଟିଥିବା ନିର୍ମମ ପଶୁ ବଳି ପ୍ରଥା ଘଟଣା ସମଗ୍ର ଦେଶରେ ଆକ୍ରୋଶ ସୃଷ୍ଟି କରିଛି। ରାୟକଲ ଅଞ୍ଚଳର ଭୀମେଶ୍ୱର ମନ୍ଦିରରେ ଆୟୋଜିତ ‘ଭୀମନ୍ନା ଜତରା’ ସମୟରେ ପ୍ରାୟ ୫୦ଟି ଛେଳିଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ବଳି ଦିଆଯାଇଛି। PETA ଇଣ୍ଡିଆ ଏବଂ ଷ୍ଟ୍ରେ ଆନିମଲ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (SAFI) ପରି ପଶୁ ଅଧିକାର ସଂଗଠନଗୁଡ଼ିକ ଧାର୍ମିକ ପରମ୍ପରା ନାମରେ ଚାଲିଥିବା ଏଭଳି ଅମାନବିକ ପ୍ରଥାକୁ ତୁରନ୍ତ ବନ୍ଦ କରିବା ପାଇଁ ସରକାର ଓ ପ୍ରଶାସନକୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ଅନୁଷ୍ଠାନକୁ ସ୍ଥାନୀୟ ପରମ୍ପରା ‘ଗାଭୁ ପଟ୍ଟାଡମ’ ବୋଲି କୁହାଯାଏ। ଏଥିରେ ଜୀବନ୍ତ ପଶୁମାନଙ୍କୁ ଧରି ତାଙ୍କ ବେକକୁ ଦାନ୍ତରେ କାମୁଡି ସେମାନଙ୍କୁ ରକ୍ତାକ୍ତ କରିଦିଅନ୍ତି । ଏବଂ ସେମିତି ଛଟପଟ ହୋଇ ମରିବା ପାଇଁ ଛାଡ଼ି ଦିଆଯାଏ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଛେଳିମାନେ ଯନ୍ତ୍ରଣାରେ ଛଟପଟ ହେଉଥିବାର ଓ ଲୋକମାନେ ନିରବ ଦର୍ଶକ ଭାବେ ଦେଖୁଥିବା ଦୃଶ୍ୟ ସ୍ପଷ୍ଟ ହୋଇଛି।
ଏଥିସହ ପଢ଼ନ୍ତୁ: ଏମିତି କହିଦେଲେ ଉର୍ଫି, 'ମୁଁ ଇସଲାମ ଛାଡ଼ି ହିନ୍ଦୁ ହେଲେ କାହାର କଣ ଅସୁବିଧା'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାୟକଲ ପୋଲିସ ପ୍ରଥମେ ବଳି ଘଟଣା ହୋଇନଥିବା ଦାବି କରିଥିଲେ ମଧ୍ୟ ଭିଡିଓ ଭାଇରାଲ ହେବା ପରେ ଆୟୋଜକ ଏବଂ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି ଯେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଚାଲିଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକ ପଢ଼ନ୍ତୁ ଅପରାଧ ଖବର:
ଅଧିକ ପଢ଼ନ୍ତୁ ଅପରାଧ ଖବର: