Teacher Punches Student / ଶିକ୍ଷକଙ୍କ ଏ କି ନିର୍ମମତା ! କୁନି ଛାତ୍ରର ଆଖିକୁ ବିଧା ମାରିଲେ...
·28 mins ago·2 min read

Key Points
କୁନି ଛାତ୍ର ପ୍ରତି ଶିକ୍ଷକଙ୍କ ନିର୍ମମ ଆଚରଣ
ଆଖିକୁ ମାରିଲେ ବିଧା, ସ୍କୁଲରୁ କାଢିବାକୁ ଧମକ
ଆଖିକୁ ମାରିଲେ ବିଧା, ସ୍କୁଲରୁ କାଢିବାକୁ ଧମକ
କର୍ଣ୍ଣାଟକର ମହୀଶୂରରେ ଜଣେ ଶିକ୍ଷକଙ୍କ ନିର୍ମମ ସ୍ୱଭାବ ସାମ୍ନାକୁ ଆସିଛି । ଶିକ୍ଷକ ଜଣକ ଜଣେ ୧୬ ବର୍ଷୀୟ ଛାତ୍ରକୁ ଅତି ନିର୍ମମ ଭାବରେ ମାଡ଼ ମାରିଛନ୍ତି । ଯାହାଦ୍ଵାରା ପିଲାଟିର ଆଖିରେ ଗଭୀର ଆଘାତ ଲାଗିଛି । ପିଲାଙ୍କୁ ଶାସନ କରିବା ଲାଗି ଗୁରୁ କଠୋର ହୋଇଥାନ୍ତି । ହେଲେ ଏଠି ଯେଉଁଭଳି ଭାବରେ ଶିକ୍ଷକ ଜଣକ ପିଲାଙ୍କୁ ମାଡ଼ ରିଛନ୍ତି, ତାକୁ ଅଭିବାବକମାନେ ଘୋର ବିରୋଧ କରିଛନ୍ତି । କାରଣ ପିଲାଟିର ଆଖିରେ ଗଭୀର ଯନ୍ତ୍ରଣା ହୋଇଛି ।
ପଢନ୍ତୁ ଏହି ଖବର: ୫୦୦ ଟଙ୍କା ଗାଏବ: ଶିକ୍ଷକ ଛାତ୍ରମାନଙ୍କ ପୋଷାକ ଖୋଲି କଲେ ଚେକ୍, ମନ୍ତ୍ରୀ କଲେ ନିଲମ୍ୱିତ
- ଆଖିକୁ ମାରିଲେ ମୁଥା
- ପୁଅକୁ ଦେଖି ଆଶ୍ଚର୍ଯ୍ୟ ପରିବାର
ପଢନ୍ତୁ ଏହି ଖବର: ୫୦୦ ଟଙ୍କା ଗାଏବ: ଶିକ୍ଷକ ଛାତ୍ରମାନଙ୍କ ପୋଷାକ ଖୋଲି କଲେ ଚେକ୍, ମନ୍ତ୍ରୀ କଲେ ନିଲମ୍ୱିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଟିସି ଦେଇ ସ୍କୁଲରୁ ବହିଷ୍କାର କରିବାକୁ ଧମକ
Related Topics
Explore more stories