Father Killed Son / ମଟନ୍ ଖାଇବାକୁ ପୁଅର ଜିଦ୍, ପିଟିପଟି ହତ୍ୟା କରିଦେଲା ବାପା
·48 mins ago·2 min read

Key Points
ଆମିଷ ଖାଇବାକୁ ଜିଦି କଲା ପୁଅ
ବାପାର ବଢିଗଲା ପାରା
ପିଟିପିଟି ନିଜ ପୁଅକୁ ମାରିଦେଲା
ବାପାର ବଢିଗଲା ପାରା
ପିଟିପିଟି ନିଜ ପୁଅକୁ ମାରିଦେଲା
ପୁଣେ: ମହାରାଷ୍ଟ୍ରର ପୁଣେରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରାବଣ ମାସରେ ମଟନ୍ ଖାଇବାକୁ ପୁଅ ଜିଦ୍ ଧରିବାରୁ ନିଜ ହାତରେ ନିଜ ପୁଅକୁ ପିଟି ପିଟି ହତ୍ୟା କରିଛି ବାପା । ଏହି ଘଟଣାରେ, ମାଆ ହତ୍ୟାର ସମସ୍ତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୋଲିସ କହିଛି ଯେ ଶ୍ରାବଣ ମାସରେ ବାପାଙ୍କୁ ମାଂସ ଖାଇବାକୁ ମାଗିଥିବା ନେଇ ବିବାଦ ଉପୁଜିଥିଲା । ଏହା ପରେ, ହତ୍ୟାକାରୀ ବାପା ନିଜର ୩୦ ବର୍ଷୀୟ ପୁଅକୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରିଥିଲା । ମୃତ ଯୁବକଙ୍କ ନାମ ମହେଶ ଗାୟକୱାଡ ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ ପବିତ୍ର ଶ୍ରାବଣ ମାସ ବର୍ତ୍ତମାନ ଚାଲିଛି, ତେଣୁ ଘରେ ମାଂସ ଖାଇବାକୁ ଦିଆଯାଉନଥିଲା ।
ପଢନ୍ତୁ ଏହି ଖବର: ରାତିଅଧରେ ଜିମ୍ ଟ୍ରେନରଙ୍କୁ ନିର୍ମମ ହତ୍ୟା, ଗଳା କାଟି ଚମ୍ପଟ୍

- ବାପା-ପୁଅ ମଧ୍ୟରେ ପ୍ରବଳ ଯୁକ୍ତିତର୍କ
ପଢନ୍ତୁ ଏହି ଖବର: ରାତିଅଧରେ ଜିମ୍ ଟ୍ରେନରଙ୍କୁ ନିର୍ମମ ହତ୍ୟା, ଗଳା କାଟି ଚମ୍ପଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ହତ୍ୟା ପ୍ରମାଣ ଲୁଚାଇଥିଲା ମାଆ
Related Topics
Explore more stories