Murder Case / ରାଜା ରଘୁବଂଶୀ ହତ୍ୟାକାଣ୍ଡ: ସ୍ୱାମୀହନ୍ତା ସୋନମକୁ ମିଳିଲା ଜାମିନ୍, ଆଉ ଏବେ...
·4 months ago·2 min read

Key Points
ରାଜା ରଘୁବଂଶୀ ହତ୍ୟାକାଣ୍ଡ
ସଇତାନ ସ୍ୱାମୀହନ୍ତା ସୋନମ ରଘୁବଂଶୀଙ୍କୁ ମିଳିଲା ଜାମିନ୍

ସଇତାନ ସ୍ୱାମୀହନ୍ତା ସୋନମ ରଘୁବଂଶୀଙ୍କୁ ଶେଷରେ ମିଳିଲା ଜାମିନ୍। ଆପଣଙ୍କର ମନେଥିବ ବହୁ ଚର୍ଚ୍ଚିତ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା । ବର୍ତ୍ତମାନ ଏଥିରେ ଆସିଛି ବଡ଼ ଖବର। ପ୍ରେମିକ ସହ ମିଶି ସ୍ତ୍ରୀ ରଚିଥିଲା ବ୍ଲୁପ୍ରିଣ୍ଟ। ଆଉ ହନିମୁନ୍ ବାହାନାରେ ଜଙ୍ଗଲ ଭିତରେ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯାହା ସେତେବେଳେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ସୋନମଙ୍କଚ ମିଳିଛି ଜାମିନ୍। ଏହା ପୂର୍ବରୁ, ଡିସେମ୍ବର ୨୦୨୫ରେ ଶିଲଂର ଏକ କୋର୍ଟ ସୋନମ ରଘୁବଂଶୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା।
ହେଲେ ଏବେ ତାଙ୍କୁ ଜାମିନ ମିଳିଥିବା ସୂଚନା ଆସିଛି।ଏହି ଘଟଣା ଏବେ ବି ଲୋକଙ୍କ ମନରେ ସତେଜ ହୋଇ ରହିଛି। ହେଲେ ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ସ୍ୱାମୀହନ୍ତା ସୋନମ ରଘୁବଂଶୀଙ୍କୁ ଜାମିନ ମିଳିଛି। ସୋନମ ଏବଂ ରାଜାଙ୍କ ବିବାହ ୧୧ ମେଁ ୨୦୨୫ରେ ଇନ୍ଦୋରରେ ହୋଇଥିଲା ଏବଂ ୨୦ ମେଁରେ ଦୁହେଁ ସେମାନଙ୍କ ହନିମୁନ୍ ପାଇଁ ଗୌହାଟି ଦେଇ ମେଘାଳୟରେ ପହଞ୍ଚିଥିଲେ। ଜୁନ୍ ୨ ତାରିଖରେ ପୂର୍ବ ଖାସି ପାହାଡ଼ ଜିଲ୍ଲାର ସୋହରା ଚେରାପୁଞ୍ଜି ଅଞ୍ଚଳର ୱେଇ ସାୱଡୋଙ୍ଗ ପାର୍କିଂ କ୍ଷେତ୍ର ତଳେ ଥିବା ଏକ ଘାଟିରୁ ରାଜା ରଘୁବଂଶୀଙ୍କ ବିକୃତ ମୃତଦେହ ଉଦ୍ଧାର କରାଯାଇଥିଲା।
ଏଥିସହ ପଢ଼ନ୍ତୁ: ସୁଧୀରକୁ ମାରିବା ପୂର୍ବରୁ ଏମିତି କିଛି କହିଛି ଅପହରଣକାରୀ ଦେଖନ୍ତୁ ଭିଡିଓ...
ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ସନ୍ଦେହର ଛୁଞ୍ଚି ସୋନମ ଆଡକୁ ଫେରିଥିଲା। ପରବର୍ତ୍ତୀ ସମୟରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ସୋନମ ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିଲେ। ରାଜାଙ୍କ ଭାଇ ବିପିନ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି। ସୋନମ ତାଙ୍କ ସ୍ୱାମୀ ରାଜାଙ୍କୁ ନିଜ ପ୍ରେମିକ ରାଜ କୁଶୱାହାଙ୍କ ସହ ମିଶି ହତ୍ୟା କରିଥିଲେ, ଯେତେବେଳେ ସେମାନେ ସେମାନଙ୍କ ହନିମୁନ୍ ପାଇଁ ବୁଲିବାକୁ ଯାଇଥିଲେ। ତେବେ ସୋନମଙ୍କୁ ଶିଲଂ କୋର୍ଟ ଜାମିନ ପ୍ରଦାନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ଜୁନ୍ ୯ରେ ସୋନମ ଗିରଫ:
ଏହା ଉଲ୍ଲେଖନୀୟ ଯେ ସୋନମଙ୍କୁ ଜୁନ୍ ୯, ୨୦୨୫ରେ ଇନ୍ଦୋରରେ ଗିରଫ କରାଯାଇଥିଲା। ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାର ସୋହରା (ଚେରାପୁଞ୍ଜି) ସ୍ଥିତ ନୋଙ୍ଗରିଆଟ୍ ଗାଁରେ ଥିବା ଏକ ହୋମଷ୍ଟେରୁ ଚେକ୍ ଆଉଟ୍ କରିବାର କିଛି ଘଣ୍ଟା ପରେ ମେ ୨୩ ତାରିଖରେ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics
Explore more stories