School Girl Molestation / ସ୍କୁଲ ପ୍ରିନ୍ସିପାଲଙ୍କ ନିନ୍ଦନୀୟ କାଣ୍ଡ, ମୁହଁରେ କାଳି ବୋଳିଲେ ଛାତ୍ରୀ
·2 weeks ago·2 min read

Key Points
ପ୍ରିନ୍ସିପାଲ ପଦରେ ଥାଇ ବି ଆଚରଣ ଭୁଲିଗଲେ
ଛାତ୍ରୀଙ୍କ ସହ କଲେ ଏମିତି କାମ
ଶେଷରେ ମୁହଁରେ କାଳି ବୋଳିଲେ ଉତ୍ତ୍ୟକ୍ତ ଛାତ୍ରୀ
ଛାତ୍ରୀଙ୍କ ସହ କଲେ ଏମିତି କାମ
ଶେଷରେ ମୁହଁରେ କାଳି ବୋଳିଲେ ଉତ୍ତ୍ୟକ୍ତ ଛାତ୍ରୀ
ଜୟପୁର: ରାଜସ୍ଥାନର ଆଜମେର ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଅଭଦ୍ର ଆଚରଣର ଅଭିଯୋଗ ହୋଇଛି । ସୋମବାର ଛାତ୍ରୀମାନେ ସ୍କୁଲ ପ୍ରିନ୍ସିପାଲଙ୍କ ମୁହଁରେ କାଳି ବୋଳିଛନ୍ତି । ବହୁ ସଂଖ୍ୟକ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଏକାଠି ହୋଇ ପ୍ରିନ୍ସିପାଲଙ୍କ ବିରୋଧରେ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ପଢନ୍ତୁ ଏହି ଖବର: RPF ଯବାନଙ୍କୁ ଆକ୍ରମଣ କଲେ ଅଭିନେତ୍ରୀ; ଟିିକେଟ୍ ନଥାଇ AC କୋଚ୍ରେ ଚଢିଥିଲେ
- କଠୋର କାର୍ଯ୍ୟାନୁଷ୍ଠାନ ଦାବି
- ପ୍ରିନ୍ସିପାଲଙ୍କ ମୁହଁରେ କଳା ବୋଳିଲେ
ପଢନ୍ତୁ ଏହି ଖବର: RPF ଯବାନଙ୍କୁ ଆକ୍ରମଣ କଲେ ଅଭିନେତ୍ରୀ; ଟିିକେଟ୍ ନଥାଇ AC କୋଚ୍ରେ ଚଢିଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ସିଂହ ଏବଂ ରୋଶନଦୀପ ଶ୍ରୀମଲ୍ ମଧ୍ୟ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୁଷ୍କର ପୋଲିସ ଷ୍ଟେସନ ଅଧିକାରୀ ଅଶୋକ ବିଶୁ କହିଛନ୍ତି ଯେ ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ମୁହଁରେ କାଳି ଲେପନ କରିଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ହେପାଜତକୁ ନେଇଥିଲା ।
- ପ୍ରଧାନଶିକ୍ଷକଙ୍କ ରିପୋର୍ଟ ପଠାଗଲା
Related Topics
Explore more stories