Fake Baba / ପୁରୁଣା ଜୋତାଠୁ ଲେମ୍ବୁ ନାଲି କପଡ଼ା, ଗହଳି ରାସ୍ତାରେ ରଖୁଥିଲା; ଧରାପଡ଼ିଲା ମଣ୍ଟିବାବା
·5 months ago·2 min read

Key Points
ମୁମ୍ବାଇ ମଣ୍ଡିବାବାର କଳା କାରନାମା
ଜିମ୍ ଟ୍ରେନରରୁ ସାଜିଥିଲା ଭଣ୍ଡବାବା
ଜିମ୍ ଟ୍ରେନରରୁ ସାଜିଥିଲା ଭଣ୍ଡବାବା
ମୁମ୍ବାଇର ମାଲାଡ ପୂର୍ବ ଅଞ୍ଚଳ ଗତ କିଛି ଦିନ ଧରି ଏକ ଅଜବ ଆତଙ୍କ ଏବଂ କୌତୁହଳର କେନ୍ଦ୍ର ପାଲଟିଛି । ଏହାର କାରଣ ହେଉଛି ୩୭ ବର୍ଷୀୟ ରିଦମ ପାଞ୍ଚାଲ...ଯିଏକି ନିଜକୁ ଦୈବୀ ଶକ୍ତିର ଅଧିକାରୀ ବୋଲି ଦାବି କରନ୍ତି । ମୁମ୍ବାଇରେ ଏହି ନକଲି ବାବାଙ୍କ କାରନାମା ପୋଲିସ ଏବଂ ପ୍ରଶାସନର ରାତି ନିଦ ହଜାଇ ଦେଇଛି । ରିଦମ ପାଞ୍ଚାଲ ଦାବି କରିଛନ୍ତି ଯେ ପ୍ରତି ରବିବାର ଏବଂ ଗୁରୁବାର ତାଙ୍କ ଶରୀରରେ ଜଣେ ଦେବୀ ପ୍ରବେଶ କରନ୍ତି ।
ଗତ ଦୁଇ ବର୍ଷ ଧରି ସେ ଦୁଃଖ ଦୂର କରିବା ଏବଂ ଭୂତ ଛଡ଼ାଇବା ନାମରେ ଅଘୋରୀ ପୂଜା କରିଆସୁଥିଲେ । ଆଶ୍ଚର୍ଯ୍ୟର କଥା ଏହି କାର୍ଯ୍ୟକଳାପଗୁଡ଼ିକ କୌଣସି ଗୁପ୍ତ ସ୍ଥାନରେ ହେଉନଥିଲା ବରଂ ଏକ ପୌରପାଳିକାର ସାର୍ବଜନୀନ ପାର୍କରେ ଖୋଲାଖୋଲି ଭାବରେ ହେଉଥିଲା । ମାତ୍ର ଏପ୍ରିଲ ୪ ତାରିଖରେ ଏହି ଠକବାବା ସମସ୍ତ ସୀମା ପାର କରିଛନ୍ତି । ସେ ଶହ ଶହ ଲୋକଙ୍କ ସାମ୍ନାରେ ଗୁଣି ଗାରେଡି କରିଥିଲେ । ଏହି ପୁରା କାରନାମା ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଭଣ୍ଡବାବା ପୂର୍ବରୁ ଜଣେ ଜିମ୍ ଟ୍ରେନର ଥିବାବେଳେ ଭଣ୍ଡବାବା ସାଜି ଲୋକଙ୍କୁ ଠକିବା ସହ ଧମକ ଚମକ ଦେଉଥିଲା ।

- ମଦ, ମାଂସ ଦାବି କରୁଥିଲେ
- ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କ୍ରୋଧ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଫେମସ IIT ବାବା ଅଭୟ ସିଂହ କାହାକୁ ନ ଜଣାଇ ହଠାତ କଲେ ବିବାହ...ପତ୍ନୀଙ୍କ ବିଷୟରେ ଜାଣିଲେ ଉଡ଼ିଯିବ ହୋସ...
- ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ
Related Topics
Explore more stories