Death Penalty / ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା; ଘଟଣାର ୭୭ଦିନରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ
·1 hour ago·2 min read

Key Points
୧୭ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା
ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ
ଘଟଣାର ମାତ୍ର ୭୭ଦିନରେ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ
ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ
ଘଟଣାର ମାତ୍ର ୭୭ଦିନରେ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ
ତାମିଲନାଡୁ ଥୁଥୁକୁଡ଼ି ଜିଲ୍ଲାରେ ଦୁଷ୍କର୍ମ ପୀଡ଼ିତାଙ୍କୁ ତ୍ଵରିତ ନ୍ୟାୟ । ୧୭ ବର୍ଷୀୟ ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ଦୋଷୀ ଧର୍ମା ମୁନିସ୍ଵରନକୁ ପୋକ୍ସୋ କୋର୍ଟ ଫାଶୀଦଣ୍ଡ ଦେଇଛନ୍ତି । ପୀଡିତା ଜଣକ ଭିଲାଥିକୁଲମର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ମୃତଦେହ ତାଙ୍କ ଘର ପାଖରେ ଥିବା ଏକ ପଡ଼ିଆ ପଡ଼ିଥିବା ଜମିରେ ମିଳିଥିଲା ।
ପଢନ୍ତୁ ଏହି ଖବର: ଗୁରୁଶିଷ୍ୟ ସମ୍ପର୍କରେ କଳଙ୍କ; ଏହି ଶ୍ରେଣୀର ଛାତ୍ରୀଙ୍କୁ ଗର୍ଭବତୀ କଲେ ପ୍ରଧାନ ଶିକ୍ଷକ
- ପବନ କଳ କ୍ୟାମେରା ଧରାପକେଇଲା
- ତଦନ୍ତ ପାଇଁ ପୋଲିସକୁ ପ୍ରଶଂସା
ପଢନ୍ତୁ ଏହି ଖବର: ଗୁରୁଶିଷ୍ୟ ସମ୍ପର୍କରେ କଳଙ୍କ; ଏହି ଶ୍ରେଣୀର ଛାତ୍ରୀଙ୍କୁ ଗର୍ଭବତୀ କଲେ ପ୍ରଧାନ ଶିକ୍ଷକ
- ଯୌନ ଅପରାଧର ବିଚାରକୁ ତ୍ଵରାନ୍ଵିତ କରିବା ଉପରେ ଗୁରୁତ୍ଵ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories