Marital Dispute / ଆଉ ଗୋଟେ ପ୍ଲେଟ୍ ଛୋଲେ ଭଟୁରେ ଧରାଇଦେଲା ପରକୀୟା ପ୍ରୀତି; ଏମିତି ଧରିଲେ ସ୍ତ୍ରୀ
·1 hour ago·2 min read

Key Points
ଆଉ ଗୋଟେ ପ୍ଲେଟ୍ ଛୋଲେ ଭଟୁରେ
ସ୍ଵାମୀଙ୍କ ପରକୀୟା ପ୍ରୀତି ବିଗାଡ଼ିଲା
ଏମିତି ସ୍ଵାମୀକୁ ଧରିଲା ପତ୍ନୀ
ସ୍ଵାମୀଙ୍କ ପରକୀୟା ପ୍ରୀତି ବିଗାଡ଼ିଲା
ଏମିତି ସ୍ଵାମୀକୁ ଧରିଲା ପତ୍ନୀ
ଲକ୍ଷ୍ନୌ: ଲୁଚା ପ୍ରେମକୁ ପଦାରେ ପକାଇଲା ଆଉ ଏକ ପ୍ଲେଟ୍ ଛୋଲେ ଭଟୁରେ । ସ୍ଵାମୀର ପରକୀୟା ପ୍ରୀତିକୁ ଧରିଲା ପତ୍ନୀ । ଦୋକାନ ଆଗରେ ହେଲା ପ୍ରବଳ ହଙ୍ଗାମା । ପ୍ରେମିକା ସହ ଗରମ ଗରମ ଛୋଲେ ଭଟୁରେ ଖାଇବା ପାଇଁ ବଜାରକୁ ଖାଦ୍ୟ କିଣିବାକୁ ଯାଇଥିଲା ଲୁଚାଛପା ପ୍ରେମ କରୁଥିବା ସ୍ଵାମୀ । ଆଉ ଗୋଟିଏ ପ୍ଲେଟ୍ ଧରିଥିବାବେଳେ ମାଡ଼ି ବସିଲା ପତ୍ନୀ । ଆଉ ସ୍ଵାମୀର ପରକୀୟା ପ୍ରୀତି ଶେଷରେ ପଦାରେ ପଡ଼ିଛି । ଏପରି ଘଟଣା ଉତ୍ତର ପ୍ରଦେଶର ହାପୁରର ଧାର୍ମିକ ସହର ବ୍ରିଜଘାଟରେ ଦେଖିବାକୁ ମିଳିଛି ।
ବାବୁଗଢ ଅଞ୍ଚଳରେ ଯେତେବେଳେ ୩ ଛୁଆର ବାପା ଅଜୟ ନିଜ ପ୍ରେମିକାକୁ ଆଶ୍ରମରେ ଛାଡ଼ି ଛୋଲେ ଭଟୁରେ କିଣିବା ଲାଗି ଦୋକାନରେ ପହଞ୍ଚିଥିଲା, ସେତେବେଳେ ସେ ଜାଣିନଥିଲା ଯେ ଆଗକୁ ତାର ଲୁଚା ପ୍ରେମର ପର୍ଦ୍ଦାଫାସ ହେବାକୁ ଯାଉଛି । ସେ ଦୋକାନୀକୁ ଦୁଇ ପ୍ଲେଟ୍ ଛୋଲେ ଭଟୁରେ ପ୍ୟାକ୍ କରିବା ଲାଗି କହିଥିଲା । ଠିକ୍ ଏତିକିବେଳେ ସ୍ଵାମୀ ପଛେ ପଛେ ପହଞ୍ଚିଥିଲେ ପତ୍ନୀ । ଏହାପରେ ବିଚ୍ ରାସ୍ତାରେ ପ୍ରବଳ ହଙ୍ଗାମା ହୋଇଥିଲା ।

- କଣ ପୂରା ଘଟଣା ?
- ରାସ୍ତା ଉପରେ ପ୍ରବଳ ହଙ୍ଗାମା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଥାନାରେ ପହଞ୍ଚିଲେ କୁନି ଆଇପିଏସ ଅଫିସର ଅମୀକ୍ଷା; ସମସ୍ତେ କଲେ ସାଲ୍ୟୁଟ୍
- ଅଜୟଙ୍କ ପରିବାର କଣ କହିଲା ?
Related Topics
Explore more stories