Father Kills Children / ବିଶ୍ୱାସ ହେବ ନାହିଁ; ନିଜ ହାତରେ ୭ ଛୁଆଙ୍କୁ ମାରିଦେଲା ବାପା
·2 months ago·2 min read

Key Points
ବାପା ସାଜିଲା ରାକ୍ଷସ
୭ ଛୁଆଙ୍କୁ ନିର୍ମମ ହତ୍ୟା
ପଛର କାହାଣୀ ଚମକାଇଦେବ
୭ ଛୁଆଙ୍କୁ ନିର୍ମମ ହତ୍ୟା
ପଛର କାହାଣୀ ଚମକାଇଦେବ
ବାପା ସାଜିଲା ରାକ୍ଷସ । କୁହାଯାଏ ବାପା ହେଉଛି ଛୁଆଙ୍କର ରକ୍ଷାକର୍ତ୍ତା । ବାପା ଥିଲେ ଛୁଆର ସାହସ ଥାଏ । ହେଲେ ଏଠି ନିଜେ ବାପା ହିଁ ନିଜ ଛୁଆର ହତ୍ୟାକାରୀ ସାଜିଛି । ଗଣି ଗଣି ଯେପରି ନିଜ ଛୁଆଙ୍କୁ ହତ୍ୟା କରିଛି । ଆଉ ଏହି ସମସ୍ତ ମତ ପିଲାଙ୍କ ବୟସ ୧ରୁ ୧୪ ବର୍ଷ ମଧ୍ୟରେ ଥିଲା । ଘଟଣାରେ ମୋଟ ୮ ଜଣ ଶିଶୁଙ୍କୁ ହତ୍ୟା କରାଯାଇଛି । ମୃତ ପିଲାଙ୍କ ମଧ୍ୟରୁ ୭ ଜଣ ତାର ନିଜ ପିଲା ଥିଲେ ଏବଂ ୮ ନମ୍ବର ଛୁଆର ସେ କାକା ଥିଲା । ତେବେ ଅଭିଯୁକ୍ତ ଗୁଳି କରି ଏମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।
ସେ ପ୍ରଥମେ ଗୋଟିଏ ଘରେ ଗୁଳି ଚଳାଇଥିଲା ଏବଂ ପରେ ଅନ୍ୟ ଏକ ଘରକୁ ଯାଇ ପିଲାମାନଙ୍କୁ ଆକ୍ରମଣ କରିଥିଲା । ଦ୍ୱିତୀୟ ଘରେ ୭ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା । ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିବା ସମୟରେ ଘରର ଛାତ ଉପରେ ଜଣେ ପିଲା ମୃତ ଅବସ୍ଥାରେ ପଡ଼ିଥିଲା । ଆଉ ଜଣେ ପିଲା ଜୀବନ ବଞ୍ଚାଇବା ପାଇଁ ଛାତରୁ ଡେଇଁ ପଡ଼ି ହସ୍ପିଟାଲରେ ଭର୍ତ୍ତି ହୋଇଛି ।
ପଢନ୍ତୁ ଏହି ଖବର: ବୃଦ୍ଧଙ୍କ ରୋମାନ୍ସରେ ଆସିଲା ଟ୍ଵିଷ୍ଟ; ଯବାନ ଗର୍ଲଫ୍ରେଣ୍ଡ ତ ମିଳିଲା କିନ୍ତୁ…
ପୋଲିସର କହିବା ଅନୁଯାୟୀ, ଏଲକିନ୍ସ ପ୍ରଥମେ ଗୋଟିଏ ଘରେ ଗୁଳି କରି ତା'ପରେ ଅନ୍ୟ ଏକ ସ୍ଥାନକୁ ଯାଇ ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲା । ଏଲକିନ୍ସକୁ ପତ୍ନୀଠାରୁ ୪ଟି ପିଲା ଥିଲେ ଏବଂ ଘର ପାଖରେ ସେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲା ଓ ସେହି ମହିଳାଙ୍କଠାରୁ ତାର ୩ଟି ପିଲା ଥିଲେ । ଘଟଣା ସମୟରେ ସମସ୍ତ ପିଲା ଗୋଟିଏ ଘରେ ଥିଲେ । ଆକ୍ରମଣରେ ତାର ସ୍ତ୍ରୀ ଏବଂ ଅନ୍ୟ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
- ଅଭିଯୁକ୍ତ ଗୁଳିରେ ୮ ପିଲା ମୃତ

- କିଏ ସେ ରାକ୍ଷସ ପିତା ?
ପଢନ୍ତୁ ଏହି ଖବର: ବୃଦ୍ଧଙ୍କ ରୋମାନ୍ସରେ ଆସିଲା ଟ୍ଵିଷ୍ଟ; ଯବାନ ଗର୍ଲଫ୍ରେଣ୍ଡ ତ ମିଳିଲା କିନ୍ତୁ…
ପୋଲିସର କହିବା ଅନୁଯାୟୀ, ଏଲକିନ୍ସ ପ୍ରଥମେ ଗୋଟିଏ ଘରେ ଗୁଳି କରି ତା'ପରେ ଅନ୍ୟ ଏକ ସ୍ଥାନକୁ ଯାଇ ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲା । ଏଲକିନ୍ସକୁ ପତ୍ନୀଠାରୁ ୪ଟି ପିଲା ଥିଲେ ଏବଂ ଘର ପାଖରେ ସେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲା ଓ ସେହି ମହିଳାଙ୍କଠାରୁ ତାର ୩ଟି ପିଲା ଥିଲେ । ଘଟଣା ସମୟରେ ସମସ୍ତ ପିଲା ଗୋଟିଏ ଘରେ ଥିଲେ । ଆକ୍ରମଣରେ ତାର ସ୍ତ୍ରୀ ଏବଂ ଅନ୍ୟ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
- ଏଲକିନ୍ସ ତାର ସ୍ତ୍ରୀକୁ ଦେଇଥାନ୍ତା ଛାଡ଼ପତ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories