Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆଜିଠୁ ଆରମ୍ଭ ହେଲା ମାଆଙ୍କ ଶାରଦୀୟ ନବରାତ୍ର ପୂଜା

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜିଠୁ ଆରମ୍ଭ ହେଲା ମାଆଙ୍କ ଶାରଦୀୟ ନବରାତ୍ର ପୂଜା

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା ମାଆଙ୍କ ଶାରଦୀୟ ନବରାତ୍ର ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଭୋର ସମୟରୁ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି । ସବୁ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ।  

ଅଧିକ ପଢନ୍ତୁ : ଶ୍ରୀକ୍ଷେତ୍ରରେ ଶ୍ରାଦ୍ଧ ଦେଲେ ହଜାର ହଜାର ଶ୍ରଦ୍ଧାଳୁ

ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ରୀତିନୀତି ପୂଜା ଆରମ୍ଭ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navratri Puja has started today | Argus News