Videos
|
Devotion

ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କ ପାଖେ କରନ୍ତୁ ଅର୍ପଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କ ପାଖେ କରନ୍ତୁ ଅର୍ପଣ

ଅର୍ଗସ ବ୍ୟୁରୋ:  ୫ଟି ଫୁଲ ବଦଳାଇଦେବ ଆପଣଙ୍କ ଭାଗ୍ୟ। ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କୁ କରନ୍ତୁ ଅର୍ପଣ। ଯାହାଦ୍ୱାରା ଆପଣ ପାଇପାରିବେ ଭଗବାନ ଶିବଙ୍କ ଆଶିଷ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଅନେକ ସଂଖ୍ୟାରେ ଭକ୍ତ ରହିଛନ୍ତି। ଭଗବାନ ଶିବଙ୍କୁ ମହାଦେବ କୁହାଯାଏ, ତାଙ୍କ କୃପା ପାଇବା ପାଇଁ ହେଲେ ତାଙ୍କୁ ପଞ୍ଚ ପୁଷ୍ପ ଅର୍ପଣ କରିବା ଦରକାର। ଏହି ୫ ପ୍ରକାରର ଫୁଲ କଣ କଣ ଜାଣନ୍ତି କି ? ଜାଣି ରଖନ୍ତୁ ଫୁଲ ଗୁଡିକର ନାମ। ଶିବଙ୍କ ପାଖରେ ସୋମବାର ଏବଂ ସନ୍ଧ୍ୟା ସମୟ ଛାଡିକି ସବୁ ଦିନ କନିଆରି ଫୁଲ ଅର୍ପଣ କରନ୍ତୁ। ଦେଖିବେ କିପରି ମହାଦେବଙ୍କ ପୃପା ଲାଭ କରୁଛନ୍ତି।

ମହାଦେବଙ୍କୁ ଧଳା ରଙ୍ଗର ଫୁଲ ଚଢ଼ାଇବା ଦ୍ୱାରା ମୋକ୍ଷର ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କୁ ପାରିଜାତ ଫୁଲ ଚଢ଼ାଇବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ଶାମି ଫୁଲ  ଏବଂ ଶାମିର ଏକ ପତ୍ର ହଜାରେ ବେଲପତ୍ର ଠାରୁ ଅଧିକ ମନା ଯାଏ।ଭୋଲେନାଥଙ୍କୁ ଯଦି ଦୁଦୁରା ଫୁଲ ଚଢ଼ାନ୍ତୁ, ଏହା ମଧ୍ୟ ପଞ୍ଚ ଫୁଲ ମଧ୍ୟରୁ ଗୋଟିଏ ହୋଇଥାଏ। ଏହି ସବୁ ଫୁଲ ଭଗବାନଙ୍କ ପାଖରେ ଚଢ଼ାନ୍ତୁ ଏବଂ ଶିବଙ୍କ ଆଶିଷ ଲାଭ କରନ୍ତୁ।

ଅଧିକ ପଢ଼ନ୍ତୁ ଧର୍ମ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: