Premanand Maharaj / ଏହି ୪ ମନ୍ତ୍ର ଜାଣି ରଖନ୍ତୁ, ଜୀବନରେ କେବେବି ଦୁଃଖୀ ରହିବେନି: ପ୍ରେମାନନ୍ଦଜୀ ମହାରାଜ
·7 months ago·2 min read

Key Points
ସୁଖୀ ଜୀବନର ୪ଟି ସରଳ ଉପାୟ
କେମିତି ରହିବ ଆପଣଙ୍କ ଦିନଚର୍ଯ୍ୟା
କାମଚାପରେ ବି କେମିତି ପାଇବେ ମାନସିକ ଶାନ୍ତି
ପ୍ରେମାନନ୍ଦଜୀ ମହାରାଜ ଦେଲେ ସୁଖୀ ଜୀବନର ମନ୍ତ୍ର

ଜୀବନରେ ସୁଖ, ଶାନ୍ତି, ଆଉ ବିଶେଷ ଭାବେ ମାନସିକ ଚାପରୁ ସମସ୍ତେ କିଛି ସମୟ ମୁକ୍ତି ଚାହାନ୍ତି । ପ୍ରତ୍ୟେକ ଦିନ ଗୋଟେ ମଣିଷ ସୁଖରେ ଆଉ ବିନା ମାନସିକ ଚାପରେ ବଞ୍ଚିବାକୁ ଚାହେଁ । କିନ୍ତୁ ବାସ୍ତବରେ ଆମକୁ ଘର, ପରିବାର ଆଉ ବିଭିନ୍ନ ମାହୋଲର ଚିନ୍ତା ସବୁବେଳେ ଘାରି ରହିଥାଏ । ହେଲେ ଏମିତି କିଛି ଉପାୟ ଯାହା ଦିନସାରାର ଏତେ କାମ ଚାପରେ ମଧ୍ୟ ଆମକୁ ଶାନ୍ତି ଦେଇଥାଏ । ଆଉ ସମସ୍ୟା ସମାଧାନର ପ୍ରଥମ ପର୍ଯ୍ୟାୟ ହେଉଛନ୍ତି ଗୁରୁ ।
ଜୀବନରେ ଗୁରୁଥିଲେ ଆମ ଆମର ପ୍ରତ୍ୟେକ ସମସ୍ୟାକୁ ନିର୍ଦ୍ଵନ୍ଦରେ ତାଙ୍କ ପାଖରେ ପ୍ରକାଶ କରିଥାନ୍ତି, ଆଉ ସମାଧାନର ରାସ୍ତା ପାଇଥାନ୍ତି । ଠିକ ସେମିତି ଜଣେ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦଜୀ ମହାରାଜ ଯାହାଙ୍କ ପାଖରେ ତାଙ୍କର ଅନେକ ଶିଷ୍ୟ ଆଉ ଅନେକ ଭକ୍ତ ନିଜ ଜୀବନର ସମସ୍ୟାକୁ ନେଇ ପହଞ୍ଚିଥାନ୍ତି । ଆଉ ପ୍ରେମାନନ୍ଦ ମହାରାଜ ସମାଧାନର ରାସ୍ତା ଦେଇଥାନ୍ତି । ସେ ଭିତରୁ କିଛି ପ୍ରଶ୍ନ ଯାହା ଆମ ସମସ୍ତଙ୍କ ମନ ଭିତରେ ଥାଏ । ଆଉ ତାଙ୍କ ଉତ୍ତରରେ ଆମକୁ ମଧ୍ୟ ସମାଧାନର ରାସ୍ତା ମିଳିଯାଏ । ଠିକ ସେମିତି ଜଣେ ଭକ୍ତ ପ୍ରେମାନନ୍ଦଜୀ ମହାରାଜଙ୍କୁ ପଚାରିଥିଲେ, କାହିଁକି ସମସ୍ତେ ନିଜର ଭଜନ, ଭୋଜନ, ବନ୍ଧୁତା ଆଉ ସମ୍ପତ୍ତିକୁ ପରଦା ପଛରେ ଲୁଚାଇ ରଖିବାକୁ କହିଥାନ୍ତି ? ଏହା ପଛର ପ୍ରକୃତ କାରଣ କଣ ?
ଏଥିସହ ପଢ଼ନ୍ତୁ: ମହିଳାଙ୍କୁ ପୁରୁଷ ବାଥରୁମକୁ ନେଇଗଲେ: ପୀଡିତା କହିଲେ, ମୋ ଶରୀରରେ..
ଆଉ ଉତ୍ତରରେ ପ୍ରେମାନନ୍ଦଜୀ ମହାରାଜ ଯାହା କହିଥିଲେ, ତାହା ସମସ୍ତଙ୍କ ଜୀବନ ବଦଳାଇଦେବ । ମହାରାଜ କହିଥିଲେ, ମନେକରନ୍ତୁ ଏବେ ଆପଣଙ୍କ ପାଖରେ ୧୦ଲକ୍ଷ ଟଙ୍କା ଅଛି, ଏହି କଥା ଯଦି ଆପଣ ଆଉ କାହାକୁ କହିଦେଲେ, ତାହେଲେ ଏହି ଟଙ୍କା ଆପଣଙ୍କ ପାଖରେ ଆଉ ଘଣ୍ଟାଏ ରହିବା ବି କଷ୍ଟ ହେବ । କେହି ନା କେହି ଆପଣଙ୍କ ଟଙ୍କା ଉପରେ ନଜର ପକାଇବେ । ଆଉ ଆପଣଙ୍କ ଟଙ୍କା ଚାଲିଯିବ । ସେଥିପାଇଁ ନଜର ଲାଗିବାର ଅଧିକ ସମ୍ଭାବନା ଥାଏ ।ଭଜନ ମଧ୍ୟ ଠିକ ସେମିତି । ଏହା ହେଉଛି ଆମର ସାଧନା ଆମର ମର୍ଯ୍ୟାଦା । ଇଷ୍ଟପ୍ରେମକୁ ସବୁବେଳେ ଲୁଚାଇ ରଖିବା ଦରକାର । ଆଉ ନିଜ ପ୍ରେମକୁ ମଧ୍ୟ ଲୁଚାଇ ରଖିବା ଦରକାର । ଏହି ସବୁ ଯାହା ପ୍ରକାଶ କରିଦେଲେ ନଜର ଲାଗି ଶେଷ ହୋଇଯିବାର ସମ୍ଭାବନା ଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେଥିପାଇଁ ନିଜେ ଅନୁଭବ କରୁଥିବା ଏହି ଜିନିଷଗୁଡିକୁ ଲୁଚାଇ ରଖିବାର ଆବଶ୍ୟକତା ଅଛି ।ପ୍ରେମାନନ୍ଦ ଜୀ ମହାରାଜ ଆହୁରି ମଧ୍ୟ କହିଛନ୍ତି, ଯେମିତି ନିଜ ଧନ ସମ୍ପତ୍ତିକୁ ଲୁଚାଇ ରଖୁଛ, ଠିକ ସେମିତି ନିଜ ଭଜନକୁ ବି ଲୁଚାଇ ରଖିବା ଆବଶ୍ୟକ । ଯାହାଦ୍ଵାରା ଆପଣ ଆପଣଙ୍କ ବ୍ୟକ୍ତିଗତ ଜୀବନ ଏବଂ ଚାକିରି ଜୀବନ ସୁଖ ଏବଂ ଶାନ୍ତିମୟ ରହିବ ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
Related Topics
Explore more stories