Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆଜି ପ୍ରସିଦ୍ଧ ଐତିହାସିକ  ଯୋଡ଼ିଛତର ବଏଲ ଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ପ୍ରସିଦ୍ଧ ଐତିହାସିକ  ଯୋଡ଼ିଛତର ବଏଲ ଯାତ୍ରା

ଅର୍ଗସ ବ୍ୟୁରୋ :  ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ରେ ପ୍ରସିଦ୍ଧ ଐତିହାସିକ  ଯୋଡ଼ିଛତର ବୋଏଲ ଯାତ୍ରା l ଗଡ଼ ଦେବୀ ମା ରକ୍ତାମ୍ବରୀ ଏବଂ ଇଷ୍ଟ ଦେବୀ ମା ସମଲେଶ୍ୱରୀଙ୍କ ଯୋଡ଼ି ଛତର ବୋଏଲ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ l

ଅଧିକ ପଢନ୍ତୁ : ଭାଇ ଜିଉଁନ୍ତିଆ ଓଷାରେ ଏକାଠି ହେଲେ ୨ ହଜାରରୁ ଅଧିକ ମହିଳା

ଖଡ଼ିଆଳ ଗଡ଼ଜାତ ଅଞ୍ଚଳରେ ରାଜା ରାଜୁଡା ଅମଳରେ ଏହା ଚୁଳିଥିବା ବେଳେ ଆଜି ସନ୍ଧ୍ୟା 6 ଟା ରୁ ଖଡ଼ିଆଳ ରାଜ ଦରବାର ରୁ ଯୋଡ଼ି ଛତର ବାହାରି ଖଡ଼ିଆଳ ସହର ପରିକ୍ରମା କରିବ ଏବଂ ରାତି 11 ଟାରେ ଖଣ୍ଡା ଖେଳ ସହ ଖପର ଭଙ୍ଗା ଭଲି ନିଆରା ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the famous historical Jodichatar Boel Yatra | Argus News