Videos
|
Devotion

ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ


ଅର୍ଗସ ବ୍ୟୁରୋ :  ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଦ୍ମଫୁଲରେ ସଜେଇ ହେବେ ତିନି ଠାକୁର । ସଂଧ୍ୟା ଧୂପ ଓ ବଡ଼ ସିଂହାର ବେଶ ପରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି ।ଏନେଇ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି ।

ଅଧିକ ପଢନ୍ତୁ : ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ଚିତ୍ତାକର୍ଷକ ପଦ୍ମବେଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Lord Jagannath will appear in rare padmavesha | Argus News