Tahia Row / ମହାପ୍ରଭୁଙ୍କ ବିନା ଟାହିଆ ପହଣ୍ଡି ପ୍ରସଙ୍ଗ; କଣ ହୋଇଥିଲା କହିଲେ ବାଡଗ୍ରାହୀ ସେବକ
·1 month ago·2 min read

Key Points
ଜଗନ୍ନାଥ ମହାପ୍ରଭୁଙ୍କ ଟାହିହା ଖୋଲାଯିବା ପ୍ରସଙ୍ଗ
ସେ ଦିନ କଣ ହୋଇଥିଲା କହିଲେ ବାଡଗ୍ରାହୀ ସେବକ
ସେ ଦିନ କଣ ହୋଇଥିଲା କହିଲେ ବାଡଗ୍ରାହୀ ସେବକ
ପୁରୀ: ରଥଯାତ୍ରା ଦିନ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରିଥିଲେ, ସେତେବେଳେ କାଳିଆକୁ ବିନା ଟାହିଆରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କାଳିଆର ଟାହିଆ କୁଆଡ଼େ ଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଖବର ଆସିଲା ସାତ ପାହାଚ ନିକଟରେ ଟାହିଆ ଖସିଯାଇଛି । ପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଲା । ତେବେ ଏବେ ସେଦିନ କଣ ହୋଇଥିଲା ସେ ନେଇ ଖୋଦ ବାଡଗ୍ରାହୀ ସେବକ ରାଜକୁମାର ଦାସ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ପଢନ୍ତୁ ଏହି ଖବର: କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ
- 'ଶ୍ରୀଅଙ୍ଗ ପ୍ରତି ବିପଦ ଥିଲା'
- 'ବର୍ଷାରେ ଭିଜିଗଲା, କିଛି ମିଳେଇ ଗଲା'
ପଢନ୍ତୁ ଏହି ଖବର: କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି ଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗକୁ ନେଇ ରାଜନୀତି ମହଲରେ ବିବାଦ ଦେଖାଦେଇଥିଲା । ରାଜ୍ୟ ସରକାରଙ୍କୁ ବିରୋଧୀ ଦାୟୀ କରିଥିଲେ । କୋଟି କୋଟି ଲୋକଙ୍କ ଆସ୍ଥା, ବିଶ୍ୱାସ ଉପରେ ପ୍ରହାର ହୋଇଛି ବୋଲି ପିସିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଥିଲେ । ତେବେ ଏବେ ନିଜେ ମହାପ୍ରଭୁଙ୍କ ସେବାୟତ ଘଟଣା ପଛର ପ୍ରକୃତ କାରଣ କହିବା ସହ ମହାପ୍ରଭୁଙ୍କୁ ନେଇ ରାଜନୀତି ନ କରିବାକୁ ନିବେଦନ କରିଛନ୍ତି ।
Related Topics
Explore more stories