Salary Hike / ୨୦୨୭ରେ ଲାଗୁ ହେବ ଅଷ୍ଟମ ବେତନ; କେତେ ବଢିବ ଆପଣଙ୍କ ଦରମା ?
·3 months ago·3 min read

Key Points
ଆସନ୍ତା ବର୍ଷ ଅର୍ଥାତ୍ ୨୦୨୭ରେ ଲାଗୁ ହେବ ଅଷ୍ଟମ ବେତନ
ଏହି ବେତନ ଲାଗୁ ହେବା ପରେ ସମସ୍ତଙ୍କ ଦରମା ବଢିବ
ତେବେ କେଉଁ କର୍ମଚାରୀଙ୍କ ଦରମା କେତେ ବଢିବ ଜାଣନ୍ତୁ..
ଏହି ବେତନ ଲାଗୁ ହେବା ପରେ ସମସ୍ତଙ୍କ ଦରମା ବଢିବ
ତେବେ କେଉଁ କର୍ମଚାରୀଙ୍କ ଦରମା କେତେ ବଢିବ ଜାଣନ୍ତୁ..
ସାରା ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଅଷ୍ଟମ ବେତନ କମିଶନକୁ ଅପେକ୍ଷା କରିଛନ୍ତି । ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଅଲ୍ ଇଣ୍ଡିଆ ଏନପିଏସ୍ ଏମ୍ପ୍ଲଇଜ୍ ଫେଡେରେସନ ଅନୁଯାୟୀ, ୨୦୨୭ରେ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବିଶେଷ ବର୍ଷ ହୋଇପାରେ। କୁହାଯାଉଛି ୨୦୨୭ ଏପ୍ରିଲରୁ ଅଷ୍ଟମ ବେତନ ଅନୁସାରେ ବର୍ଦ୍ଧିତ ଦରମା ଏବଂ ପୂର୍ବ ବର୍ଷର ବକେୟା ସହିତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରେ ।
- କାହିଁକି ୨୦୨୭ରେ ୮ମ ବେତନ କମିଶନ ଲାଗୁ ହେବ ?
- ଲଗାତାର ବଡ଼ ଦାବି କରୁଛି କର୍ମଚାରୀ ସଂଘ
- ସର୍ବନିମ୍ନ ଦରମା କେତେ ରହିବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଦରମା କେତେ ବଢିବ ?
ପଢନ୍ତୁ ଏହି ଖବର: ତାମିଲନାଡୁ ନା ପଶ୍ଚିମବଙ୍ଗ; କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଦରମା ଦିଅନ୍ତି ସରକାର ?
- ୧୫ ମାସର ବାକି ପଇସା ପାଇବେ କର୍ମଚାରୀ
Related Topics
Explore more stories