NEET Latest News / ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା; CBI ତଦନ୍ତରେ କାହାକୁ ଛଡ଼ାଯିବନି କହିଲେ ଧର୍ମେନ୍ଦ୍ର
·1 hour ago·3 min read

Key Points
NEET ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସ୍ମିଟ୍
ପିଲାଙ୍କ ସ୍ଵାର୍ଥକୁ ସର୍ବାଧିକ ଗୁରୁତ୍ଵ ଦିଆଯିବ କହିଲେ ଧର୍ମେନ୍ଦ୍ର
NEET-UG ପରୀକ୍ଷାର ନୂଆ ତାରିଖ ଘୋଷଣା
ପିଲାଙ୍କ ସ୍ଵାର୍ଥକୁ ସର୍ବାଧିକ ଗୁରୁତ୍ଵ ଦିଆଯିବ କହିଲେ ଧର୍ମେନ୍ଦ୍ର
NEET-UG ପରୀକ୍ଷାର ନୂଆ ତାରିଖ ଘୋଷଣା
ଡାକ୍ତରୀ ପାଢ ପଢିବା ପାଇଁ ସାରା ଦେଶରେ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରେସମିଟ୍ କରି ସୂଚନା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା ନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭବିଷ୍ୟତ ସରକାରଙ୍କ ପ୍ରାଥମିକତା । ପ୍ରଶ୍ନପତ୍ର ଲିକ୍ ମାନସିକତା ଏକ ସାମାଜିକ ବ୍ୟାଧିରେ ପରିଣତ ହେଲାଣି । ସାଇବର ଅପରାଧର ଯୁଗରେ ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ପ୍ରାଧାନ୍ୟ ଦିଆଯାଉଛି । ଶିକ୍ଷା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପଢନ୍ତୁ ଏହି ଖବର: ଅହମ୍ମଦବାଦରେ ‘IIM କୋର୍ଡିନେସନ ଫୋରମ’ ବୈଠକରେ କେନ୍ଦ୍ରମନ୍ତ୍ରୀ
- 'CBI ତଦନ୍ତରେ କାହାକୁ ଛଡ଼ାଯିବନି'
Live | Addressing the Press Conference https://t.co/m1sFjoxiTH
— Dharmendra Pradhan (@dpradhanbjp) May 15, 2026
- ଶିକ୍ଷାମାଫିଆଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚରମବାଣୀ
- 'NTA ପରୀକ୍ଷା ଅବଧି ୧୫ ମିନିଟ୍ ବୃଦ୍ଧି'
- ବିଳମ୍ବିତ ରାତିରେ ଗୁରୁତ୍ଵପୂର୍ଣ୍ଣ ବୈଠକ
ପଢନ୍ତୁ ଏହି ଖବର: ଅହମ୍ମଦବାଦରେ ‘IIM କୋର୍ଡିନେସନ ଫୋରମ’ ବୈଠକରେ କେନ୍ଦ୍ରମନ୍ତ୍ରୀ
- କଣ ପୂରା ଘଟଣା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories