33 LPA Job / ନଥିଲା ଭଲ ଅଫର, ତଥାପି ୩୩ ଲକ୍ଷର ଚାକିରି ଛାଡ଼ିଦେଲେ..କାରଣ କଣ ଜାଣନ୍ତୁ
·1 hour ago·2 min read

Key Points
ପାଖରେ ଥିଲା ୩୩ ଲକ୍ଷର ଚାକିରି
ଶେଷରେ ଚାକିରି ଛାଡ଼ିଦେଲେ ଯୁବକ
କାହିଁକି ନେଲେ ଏପରି ନିଷ୍ପତ୍ତି ?
ଶେଷରେ ଚାକିରି ଛାଡ଼ିଦେଲେ ଯୁବକ
କାହିଁକି ନେଲେ ଏପରି ନିଷ୍ପତ୍ତି ?
ସମ୍ପ୍ରତି ପ୍ରତିଯୋଗିତାମୂଳକ ଯୁଗରେ ଚାକିରି ଖୋଜିବା ଏକ ବଡ଼ ସମସ୍ୟା । ତା'ଠୁ ବଡ଼ ସମସ୍ୟା ହେଉଛି ନିଜ ଚାକିରି ବଞ୍ଚାଇ ରଖିବା । ହେଲେ ଏଠି ଜଣେ ଯୁବକ ୩୩ ଲକ୍ଷ ଟଙ୍କାର ଚାକିରି ଛାଡ଼ିଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦରମା ୩୩ ଲକ୍ଷ ଟଙ୍କା ଥିବାପରେ ମଧ୍ୟ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେତେବେଳେ ତାଙ୍କ ପାଖରେ ଅନ୍ୟ କୌଣସି ଜବ୍ ମଧ୍ୟ ନଥିଲା ।
ସୋସିଆଲ ମିଡିଆରେ ଉକ୍ତ ପୋଷ୍ଟ ଅନୁଯାୟୀ ଆଇଟି ଶିଳ୍ପରେ ଚାକିରି କରୁଥିବା ଏହି ଯୁବକଙ୍କ ଉପରେ କାମକୁ ନେଇ ବହୁ ଚାପ ଥିଲା । କାମର ଚାପ ଏତେ ଥିଲା ଯେ ସେ ନିଜ ପରିବାରକୁ ମଧ୍ୟ ସମୟ ଦେଇପାରୁନଥିଲେ । ଚାକିରି ଛାଡ଼ିବା ପରେ ଯୁବକ ଜଣକ ୫ଦିନର ବ୍ରେକ୍ ନେଇଥିଲେ । ଏହି ୫ଦିନ ସେ ପୂରା ସମୟ ନିଜ ପରିବାରକୁ ଦେଇଥିଲେ । ଏହାପରେ ସେ ନିଜ ପସନ୍ଦ ମୁତାବକ ଚାକିରି ଖୋଜିବା ଆରମ୍ଭ କରିଥିଲେ । ୩ଟି କମ୍ପାନୀରୁ ନିରାଶ ହେବାପରେ ଶେଷରେ ଚତୁର୍ଥ କମ୍ପାନୀରୁ ତାଙ୍କୁ ଆସିଥିଲା ଜବ୍ ଅଫର୍ ଲେଟର୍ । ଏବେ ତାଙ୍କ ନିକଟରେ ଥିଲା ୨୯ ଲକ୍ଷର ଚାକିରି । ଏହା ପୂର୍ବ ଚାକିରିଠାରୁ ୪ଲକ୍ଷ କମ ଥିବା ସତ୍ତ୍ଵେ ଯୁବକଙ୍କୁ ଘରୁ କାମ କରିବା ସୁବିଧା ଥିଲା ।
ପଢନ୍ତୁ ଏହି ଖବର: ୮୫୦ ଥର ରିଜେକ୍ଟ, ୧୩ ଇଣ୍ଟରଭ୍ୟୁରେ ବିଫଳ, ତଥାପି ହାର ମାନିଲେନି ନିଜ ସ୍ଵପ୍ନ ପାଇଁ

- ଥିଲା ପ୍ରବଳ କାମ ଚାପ
ପଢନ୍ତୁ ଏହି ଖବର: ୮୫୦ ଥର ରିଜେକ୍ଟ, ୧୩ ଇଣ୍ଟରଭ୍ୟୁରେ ବିଫଳ, ତଥାପି ହାର ମାନିଲେନି ନିଜ ସ୍ଵପ୍ନ ପାଇଁ
- ଭାଇରାଲ ହେଉଛି ପୋଷ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories